1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସାବଧାନ! ଅଧିକ ପାଣି ପିଉଛନ୍ତି କି?

ପାଣି ପିଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଦରକାର ଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା କିଡ଼ନି ଖୁବ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

Sudesna Nayak
Sudesna Nayak
Side Effects of Drinking Water

Side Effects of Drinking Water

ପାଣି ପିଇବା (Drinking Water)ଶରୀର ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଦରକାର ଠାରୁ ଅଧିକ କିମ୍ବା କମ ପାଣି ପିଇବା (Drinking Water)ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା କିଡ଼ନି (kidney problem)ଖୁବ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

କହିବାକୁ ଗଲେ, ଦିନକୁ ୮ ରୁ ୧୦ଗ୍ଲାସ ପାଣି ପିଇବା (Drinking Water) ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ଼ନି (kidney)କୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା କିଡ଼ନି ଖୁବ୍ ଶୀଘ୍ର ଖରାପ (kidney problem) ହେବାର ଆଶଙ୍କା ରହିଥାଏ । ଏଥି ସହିତ ଆହୁରି ଅନେକ ସମସ୍ୟା ମଧ୍ୟ ଦେଖାଦିଏ ।

ଅଧିକ ପାଣି ପିଇବାର ଅସୁବିଧା, ଜାଣନ୍ତୁ... Side Effects of Drinking Water

-କଡ୍‌ନୀ ସମସ୍ୟା (kidney problem):

ଅତ୍ୟଧିକ ପାଣି ପିଇବା (Drinking Water)ଦ୍ୱାରା କିଡନୀ (kidney problem)ର କ୍ଷତି ହୋଇଥାଏ । ଯେତେବେଳେ ଅଧିକ ପାଣି ପିଇଥାଉ, ଏହି କାରଣରୁ ଆର୍ଜିନାଇନ୍ ଭାସୋପ୍ରେସିନର ପ୍ଲାଜମା ସ୍ତର କମିଯାଏ । ଯାହା କିଡନୀର କାର୍ଯ୍ୟ କ୍ଷମତା ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ।

-ଲିଭର ସମସ୍ୟା (liver problems):

ଅଧିକ ପାଣି ପିଇବା (Drinking Water) ଦ୍ୱାରା ଲିଭର୍ ସମ୍ବନ୍ଧୀୟ ସମସ୍ୟା (liver problems) ଦେଖାଦେଇପାରେ । ସେଥିପାଇଁ ହିଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ ।

-ହୃଦଘାତ ସମସ୍ୟା :

ଅଧିକ ପାଣି ପିଇବା (Drinking Water) ଦ୍ୱାରା ହୃଦଘାତର ଶିକାର ହୋଇପାରନ୍ତି । ସେଥିପାଇଁ ହିଁ ଆମେ ଅଧିକ ଜଳ ପାଇବା ଠାରୁ ଦୂରେଇ ରହିବା ଉଚିତ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ପାଣି (Drinking Water)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

କିଡନୀ ଷ୍ଟୋନ-ସୁଗାର କଣ୍ଟ୍ରୋଲ କରିବ ଆମ୍ବ ପତ୍ର

ଏହି 5ଟି ବଡ ରୋଗରୁ ମୁକ୍ତି ଦିଏ ଭୃସଙ୍ଗ ପତ୍ର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ