1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Side Effects of Harada Dali:ଏହି ଲୋକଙ୍କ ପାଇଁ କ୍ଷତିକାରକ ହରଡ ଡାଲି,ଜାଣନ୍ତୁ...

ହରଡ ଡାଲି ର ସେବନ କିଛି ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ । କେତେକ ରୋଗରେ ହରଡ ଡାଲିର ସେବନ ବିଷ ପରି ହିଁ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କେଉଁ ରୋଗୀମାନେ ହରଡ ଡାଲିଖାଇବା ଜମା ଉଚିତ୍ ନୁହେଁ ...

Sudesna Nayak
Sudesna Nayak
Side Effects of Harada Dali

Side Effects of Harada Dali

ହରଡ ଡାଲି (Harada Dali) ର ସେବନ କିଛି ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ । କେତେକ ରୋଗରେ ହରଡ ଡାଲି (Harada Dali)ର ସେବନ ବିଷ ପରି ହିଁ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କେଉଁ ରୋଗୀମାନେ ହରଡ ଡାଲି (Harada Dali) ଖାଇବା ଜମା ଉଚିତ୍ ନୁହେଁ ...

-ଯେଉଁମାନଙ୍କର କିଡନୀ (kidney)ସମସ୍ୟା ଥାଏ ସେମାନେ ହରଡ ଡାଲି (Harada Dali) ସେବନ ଠାରୁ ଦୂରେଇ ରହିବା ଉଚିତ୍ । ହରଡ ଡାଲି (Harada Dali) ରେ ପୋଟାସିୟମ ଭରପୂର ମାତ୍ରାରେ ରହିଥାଏ, ଯାହା କିଡନୀ (kidney)ସମସ୍ୟାକୁ ବଢ଼ାଇପାରେ ।

-ୟୁରିକ୍ ଏସିଡ୍ ହେଉଛି ଶରୀରରେ ନିର୍ମିତ ବିଷାକ୍ତ ପଦାର୍ଥ ଯାହା ୟୁରିନ ଡାଏଟର ସେବନରୁ ଶୀଘ୍ର ତିଆରି ହୋଇଥାଏ । ଯେଉଁମାନଙ୍କର ୟୁରିକ୍ ଏସିଡ୍ ଅଧିକ ରହିଥାଏ, ଯଦି ସେମାନେ ହରଡ ଡାଲି (Harada Dali) ଖାଆନ୍ତି, ତେବେ ସେମାନଙ୍କର ସମସ୍ୟା ବଢ଼ିପାରେ ।

ବିଶେଷକରି ରାତିରେ ଡାଲି (Dal)ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ପ୍ରକୃତରେ ଡାଲି (Dal)ହଜମ କରିବା କଷ୍ଟକର ହୋଇଥାଏ । ତେଣୁ ରାତିରେ ଡାଲି (Dal) ସେବନରୁ ଦୂରେଇ ରହିବା ହିଁ ଉଚିତ ।

କିନ୍ତୁ ଆପଣମାନେ ଜାଣିଛନ୍ତି କି, ଶୀତଦିନେ ସୁପ ପିଇବାର ଏକ ଅଲଗା ମଜା ଥାଏ। ଏପରି ପରିସ୍ଥିତିରେ, ଅନେକ ଲୋକ ପ୍ୟାକେଟ ସୁପ୍ ଆଣି ତିଆରି କରନ୍ତି କାରଣ ଏହା ଶୀଘ୍ର ହୋଇଥାଏ । କିନ୍ତୁ ଏହି ସୁପ୍ ବଦଳରେ ଆପଣ ଦେଶୀ ସୁପ୍ ପିଇବା ଉଚିତ । ଡାଲି (Dali)ଏପରି ଏକ ସୁସ୍ଥ ଦେଶୀ ସୁପ୍, ଯାହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ହରଡ ଡାଲି (Harada Dali) ଓ ମୁଗ ଡାଲି ସୁପ ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର । କିନ୍ତୁ ଯେଉଁମାନଙ୍କର କିଡନୀ (kidney)ସମସ୍ୟା ଥାଏ ସେମାନେ ହରଡ ଡାଲି (Harada Dali) ସେବନ ଠାରୁ ଦୂରେଇ ରହିବା ଉଚିତ୍ ।

ହରଡ ଡାଲି (Harada Dali)ରେ ଫୋଲିକ୍ ଏସିଡ୍, ଆଇରନ୍, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ଭରପୂର ଅଛି ।

ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

କେବେ ବି ଖାଆନ୍ତୁ ନାହିଁ ଏହି ଡାଲି, ପହଞ୍ଚାଇପାରେ କ୍ଷତି

ରକ୍ତଚାପକୁ ନିୟନ୍ତ୍ରଣ କରେ ଅଦା ପାଣି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments