1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତଚାପ ନିୟନ୍ତ୍ରଣ କରେ ଶୁଣ୍ଠୀ

ଶୁଣ୍ଠୀ ରକ୍ତଚାପ ନିୟନ୍ତ୍ରଣ କରିଥାଏ ।

Sudesna Nayak
Sudesna Nayak
sunthi dry ginger ayurvedic medicine benefits

sunthi dry ginger ayurvedic medicine benefits

ପ୍ରତ୍ଯେକ ଭାରତୀୟଙ୍କ ରୋଷେଇରେ ତଥା ଘରୋଇ ଔଷଧ ପାଇଁ ଶୁଣ୍ଠୀ (sunthi)ର ବ୍ୟବହାର କରାଯାଇଥାଏ ।  ଶୁଣ୍ଠୀ ରକ୍ତଚାପ ନିୟନ୍ତ୍ରଣ କରିଥାଏ । ଚାଲନ୍ତୁ ଜାଣିବା ଶୁଣ୍ଠୀର ଔଷଧୀୟ ଗୁଣ...

ସୂଚନା ଅନୁଯାୟୀ, ଶୁଣ୍ଠୀ (sunthi) ଆପଣଙ୍କର ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ଅଦା ଯେତେବେଳେ ସୁଖୀ ଯାଇଥାଏ ତାହାକୁ ଶୁଣ୍ଠୀ ବନାଇ ଦିଆଯାଏ ।

ଶୁଣ୍ଠୀର ଉପକାରିତା....

1. 30 gm ଶୁଣ୍ଠୀକୁ 500ml ପାଣିରେ ସିଝାଇ ସେହି ପାଣିକୁ ପେଇବା ଦ୍ୱାରା ପେଟ କଟା ବନ୍ଦ ହୋଇଥାଏ ।

2. ଦାନ୍ତର ମାଂସପେଶୀରେ ପୀଡ଼ାହେଲେ ସେଇ ଜାଗାରେ ଶୁଣ୍ଠୀ (sunthi) ଦବେଇ ରଖିଲେ ଦାନ୍ତର ଦରଜ କମ ହୋଇଥାଏ ।

3. ଶୁଣ୍ଠୀ (sunthi)ଚୁର୍ଣ୍ଣ ସହ ମହୁ ମିଶାଇ ଖାଇଲେ ଶ୍ୱାସ ରୋଗରୁ ଆରାମ ମିଳିଥାଏ ।

4. ଶୁଣ୍ଠୀ (sunthi)1.5gm, ଜୁଆଣି 750mg ଓ ଛୋଟ ଅଳେଇଚ 3gm ସଭିଙ୍କୁ ମିଶାଇ ଖାଇବା ପରେ ଖାଇଲେ ଅଜୀର୍ଣ୍ଣ ରୋଗ ନାଶ ହୋଇଥାଏ ।

5. ଉଚ୍ଚ ରକ୍ତଚାପ (high blood pressure)ପାଇଁ ଖୁବ୍ ହିତକର ଅଟେ । ଏହାଦ୍ବାରା ରକ୍ତଚାପ ନିୟନ୍ତ୍ରଣ ରହିଥାଏ । 

6. ପେଟରେ ଗ୍ୟାସ ହେଲେ 1gm ଶୁଣ୍ଠୀ ଚୁର୍ଣ୍ଣ ଗରମ ପାଣି ସହ ସେବନ କଲେ ଉପଶମ ମିଳିଥାଏ ।

ଶୁଣ୍ଠୀ ଖାଇବାର ନିୟମ,ଜାଣନ୍ତୁ....

ଶୁଣ୍ଠୀ (sunthi)କୁ ଠିକ ଭାବରେ ବ୍ୟବହାର କଲେ ଏହା ଆପଣଙ୍କ ପାଇଁ ଅଧିକ ଗୁଣକାରୀ ହୋଇପାରିବ । ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଶୁଣ୍ଠୀ (sunthi)କୁ ମିଶାଇ ପିଇବା ଦରକାର । 

ପ୍ରକାଶ ଥାଉ ଯେ, ମୁଣ୍ଡ ବିନ୍ଧା ସମୟରେ ଶୁଣ୍ଠୀ (sunthi) ର ପ୍ରୟୋଗ କରାଯାଇଥାଏ । ଯଦି ଆପଣଙ୍କ ମୁଣ୍ଡ ଲଗାତାର ବିନ୍ଧୁଛି ତେବେ ଶୁଣ୍ଠୀ ଗୁଣ୍ଡର ଲେପ ଲଗାଇଲେ ଯନ୍ତ୍ରଣାରୁ ଆରାମ ମିଳିଥାଏ ।

ଏହି ୫ଟି ଅଙ୍ଗକୁ ପୁରା ଅଚଳ କରିଦିଏ ଡାଇବେଟିସ୍‌, ଜାଣନ୍ତୁ...

ପାଇଲ୍ସ ଭଲ କରିଦେବ ଗଙ୍ଗଶିଉଳି...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ