1. କୃଷି ଖବର

ଆସୁଛି ୯ରେ ବାତ୍ୟା ‘ମୋଚା’

ଆସୁଛି ୯ରେ ବାତ୍ୟା ‘ମୋଚା’ । ଏବେ ରାଜ୍ୟବାସୀଙ୍କୁ ଘାରିଛି ବାତ୍ୟା ‘ମୋଚା’ ର ଭୟ ।

Sudesna Nayak
Sudesna Nayak
cyclone mocha update NEWS Pic Credit: @mcbbsr

cyclone mocha update NEWS Pic Credit: @mcbbsr

ଆସୁଛି ୯ରେ ବାତ୍ୟା (cyclone mocha)‘ମୋଚା’ । ଏବେ ରାଜ୍ୟବାସୀଙ୍କୁ ଘାରିଛି ବାତ୍ୟା ‘ମୋଚା’(Mocha)ର ଭୟ ।

cyclone mocha update NEWS Pic Credit: @mcbbsr

cyclone mocha update NEWS Pic Credit: @mcbbsr

ସୂଚନା ଅନୁଯାୟୀ, ଏହି ସପ୍ତାହେ ମଧ୍ଯରେ ହିଁ ବଙ୍ଗୋପସାଗରରେ ବାତ୍ୟା (cyclone) ସୃଷ୍ଟି ହୋଇପାରେ । ବାତ୍ୟା ‘ମୋଚା’(cyclone mocha)କୁ ନେଇ ଘନ ଘନ ରାଜ୍ୟବାସୀମାନଙ୍କୁ ସତର୍କ କରାଇବାରେ ଲାଗିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର (IMD) ।

ମେ 6 ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ହିଁ 7 ତାରିଖରେ ଲଘୁଚାପ (Low-pressure area), 8 ତାରିଖରେ ଅବପାତ ହୋଇ 9 ତାରିଖରେ ବାତ୍ୟା (cyclone) ସୃଷ୍ଟି ହୋଇପାରେ ।

ଜାଣି ରଖନ୍ତୁ ଯେ, ପାଣିପାଗ ବିଭାଗର ମତ ଅନୁଯାୟୀ, ଓଡ଼ିଶାବାସୀମାନଙ୍କ ପାଇଁ ଭୟଭୀତ ହେବାର କୌଣସି କାରଣ ନାହିଁ । ଯାହା ଏଯାଏଁ କୌଁସି ସ୍ପଷ୍ଟ ହୋଇନାହିଁ ।

ବାତ୍ୟା ‘ମୋଚା’(Mocha)କୁ ନେଇ ପାଣିପାଗ ବିଭାଗ (IMD)ର ଆକଳନ ରାଜ୍ୟବାସୀଙ୍କ ସହ ଚାଷୀ (FARMERS)ମାନଙ୍କ ଚିନ୍ତାକୁ ବଢ଼ାଇ ଦେଇଛି।

ପ୍ରକାଶ ଥାଉ ଯେ, ବାତ୍ୟା ‘ମୋଚା’(Mocha)ମୁକାବିଲାକୁ ନେଇ ରାଜ୍ୟ ସରକାର (STATE GOVERNMENT) ମଧ୍ୟ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ବାତ୍ୟା ‘ମୋଚା’କୁ କିପରି ସାମ୍ନା କରିବ ଓଡ଼ିଶା ? ସମସ୍ତେ Ready ତ ?

ପାଣିପାଗ ଖବର: ୱାର୍ଣ୍ଣି ଜାରି କଲା ପାଣିପାଗ ବିଭାଗ..

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments