ବର୍ତ୍ତମାନ ଆମର ପ୍ରିଣ୍ଟ୍ ଏବଂ ଡିଜିଟାଲ୍ ମାଗାଜିନ୍କୁ ସବସ୍କ୍ରାଇବ କରନ୍ତୁ
ଆମେ ସାମାଜିକ | ଆମ ସହିତ ସଂଯୋଗ କରନ୍ତୁ:
ଆଜି ଗୁଜୁରାଟରେ ସାଇକ୍ଲୋନିକ୍ ଷ୍ଟର୍ମ 'ବିପର୍ଯୟ'ର ଏକ ବଡ଼ ପ୍ରଭାବ ଦେଖିବାକୁ ମିଳିବାର ଆଶଙ୍କା କରାଯାଉଛି । କେତେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇପାରେ। ଆଜି ଅନ୍ୟ ରାଜ୍ୟରେ ପାଗ କିପରି ରହିବ ଆସନ୍ତୁ ଜାଣିବା |…
ଆସୁଛି ୯ରେ ବାତ୍ୟା ‘ମୋଚା’ । ଏବେ ରାଜ୍ୟବାସୀଙ୍କୁ ଘାରିଛି ବାତ୍ୟା ‘ମୋଚା’ ର ଭୟ ।…
7 ଦିନ ମଧ୍ୟରେ ନାହିଁ କୌଣସି ବାତ୍ୟା ସମ୍ଭାବନା । ଗୁଜବ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଲେ ଆଇଏମଡ଼ି ଡ଼ିଜି ।…
ମହାମାରୀ ହେଉ କି ମହାବାତ୍ୟା, ଡିଜାଷ୍ଟର ମ୍ୟାନେଜମେଣ୍ଟର ମାଷ୍ଟର ପ୍ଲାନ ପଛରେ ରହିଥାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(Naveen Patnaik)ଙ୍କ ହାତ । ଆଉ ଏଥିପାଇଁ କୁହାଯାଏ ଯେ ନବୀନ ହେଉଛନ୍ତି ପ୍ରାକୃତିକ ବିପର୍ଯ୍ୟୟ(natural disaster) ମୁକାବିଲାର ମହାନାୟକ ।…
‘ଅସାନି’ ଦୁର୍ବଳ ହେବା କାରଣରୁ ଓଡିଶା ଉପରୁ ବାତ୍ୟା ବିପଦ ଟଳିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…
ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ଭୀଷଣ ବାତ୍ୟା 'ଅସାନି'। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ।…
ବର୍ତ୍ତମାନ ଭୀଷଣ ବାତ୍ୟା ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହାର ବେଗ ୧୨ କିମି ରହିଛି । ଆଗାମୀ ୧୬ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୂର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟାର…
ଭୀଷଣ ବାତ୍ୟାର ରୂପ ନେଲା ବାତ୍ୟା ‘ଅସାନୀ’ । ଏବେ ପୁରୀ ଠାରୁ ୮୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣା ଠାରୁ ୮୧୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା‘ଅସାନୀ’ । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି…
ଟଳିଯାଇପାରେ ବାତ୍ୟା ବିପଦ । ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ସମ୍ଭାବ୍ୟ ବାତ୍ୟା । ବଡ଼ କଥା ହେଲା- ଓଡ଼ିଶା ଉପକୂଳ ଆଖପାଖକୁ ବି ଏ ବାତ୍ୟା ଆସିନପାରେ ।…
ସକ୍ରିୟ ହେଉଛି ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।…
ରାଜ୍ୟରେ ସମ୍ଭାବ୍ୟ ବାତ୍ୟାର ରୂପ କଣ ରହିବ? ଜାଣନ୍ତୁ...ଏହା କେଉଁ ଦିଗରେ ଗତି କରିବ? ବାତ୍ୟା ଭୀଷଣ ନା କମ୍ ପ୍ରଭାବୀ ହେବ? ବିଶେଷଜ୍ଞମାନେ କରିଥିବା ଆକଳନ ଅନୁଯାୟୀ ଏହା ପୁରୀରୁ ପାରାଦୀପ ଭିତରେ ହିଁ ସ୍ଥଳଭାଗ ଛୁଇଁପାରେ ।…
ବାତ୍ୟା ଅସାନି ପ୍ରଭାବରେ ଆସନ୍ତା 3 ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହି ପରିପ୍ରକ୍ଷୀରେ ଫସଲ ସୁରକ୍ଷା ତଥା ପରିଚାଳନା ପାଇଁ ପରାମର୍ଶ ଦେଇଛି କୃଷି ଓ କୃଷକ ସଶକ୍ତିକରଣ…
ରାଜ୍ୟରେ ଆଜିଠୁ ତିନି ଦିନ ଯାଏଁ ବର୍ଷା ହୋଇପାରେ । ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ମାଲକାନଗିରି ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ଗଜପତି ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆଶଙ୍କା…
ଆସନ୍ତା ୬ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି ।…
ଆସନ୍ତା ୧୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଛି । ୭ ତାରିଖରେ ଲଘୁଚାପ ସୃଷ୍ଟି ପରେ ୯ ତାରିଖରେ ଅବପାତ ଓ ୧୧ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।…
ବାତ୍ୟା ‘ଜୱାଦ’ ପ୍ରଭାବରେ ବର୍ଷା ଯୋଗୁଁ ରାଜ୍ୟର ୫.୭୮ ଲକ୍ଷ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି ।…