କେନ୍ଦ୍ର ସରକାର (Central government) 1 କୋଟି କେନ୍ଦ୍ରୀୟ କର୍ମଚାରୀ (central government employees) ଓ ପେନସନଧାରକ (pensioners)ଙ୍କୁ ଦୁର୍ଗାପୂଜା (Dussehra)ରେ ଏକ ବଡ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (pm modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମହଙ୍ଗା ଭତ୍ତା (da hike)ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ କର୍ମଚାରୀ (central government employees) ଓ ପେନସନଧାରକ (pensioners)ଙ୍କ ପାଇଁ 4 ପ୍ରତିଶତ ମହଙ୍ଗା ଭତ୍ତା (da hike) ବୃଦ୍ଧି କରିଛନ୍ତି । ଏବେ ମହଙ୍ଗା ଭତ୍ତା (da hike)34 ପ୍ରତିଶତରୁ 38 ପ୍ରତିଶତକୁ ବୃଦ୍ଧି ପାଇଛି ।
କହିବାକୁ ଗଲେ, 4 ପ୍ରତିଶତ ମହଙ୍ଗା ଭତ୍ତା (da hike)ବୃଦ୍ଧି । ବର୍ଦ୍ଧିତ ମହଙ୍ଗା ଭତ୍ତା (da hike)ଅକ୍ଟୋବର ମାସ ଦରମା ସହ ମିଳିବ ।
ପ୍ରକାଶ ଥାଉ ଯେ, କେନ୍ଦ୍ରୀୟ କର୍ମଚାରୀ (central government employees) ଓ ପେନସନଧାରକ (pensioners)ଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା (da hike)ଅକ୍ଟୋବର ମାସ ଦରମା ସହ ମିଳିବ । ଏହାସହ ଅକ୍ଟୋବର ମାସରେ କର୍ମଚାରୀମାନଙ୍କୁ ସେମାନଙ୍କର ପିଛିଲା ଏରିଅର ବି ମିଳିଯିବ ।
ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 3 ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା
Share your comments