1. କୃଷି ଖବର

କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଉପଭୋକ୍ତାଙ୍କ ପାଇଁ ବଡ ଖୁସିଖବର,ଜାଣନ୍ତୁ...

କେନ୍ଦ୍ର ସରକାର 1 କୋଟି କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରକ (pensioners)ଙ୍କୁ ଦୁର୍ଗାପୂଜାରେ ଏକ ବଡ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।

Sudesna Nayak
Sudesna Nayak
GOOD NEWS da hikes of central govt employees

GOOD NEWS da hikes of central govt employees

କେନ୍ଦ୍ର ସରକାର (Central government) 1 କୋଟି କେନ୍ଦ୍ରୀୟ କର୍ମଚାରୀ (central government employees) ଓ ପେନସନଧାରକ (pensioners)ଙ୍କୁ ଦୁର୍ଗାପୂଜା (Dussehra)ରେ ଏକ ବଡ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (pm modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ମହଙ୍ଗା ଭତ୍ତା (da hike)ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ କର୍ମଚାରୀ (central government employees) ଓ ପେନସନଧାରକ (pensioners)ଙ୍କ ପାଇଁ 4 ପ୍ରତିଶତ ମହଙ୍ଗା ଭତ୍ତା (da hike) ବୃଦ୍ଧି କରିଛନ୍ତି । ଏବେ ମହଙ୍ଗା ଭତ୍ତା (da hike)34 ପ୍ରତିଶତରୁ 38 ପ୍ରତିଶତକୁ ବୃଦ୍ଧି ପାଇଛି ।

କହିବାକୁ ଗଲେ, 4 ପ୍ରତିଶତ ମହଙ୍ଗା ଭତ୍ତା (da hike)ବୃଦ୍ଧି । ବର୍ଦ୍ଧିତ ମହଙ୍ଗା ଭତ୍ତା (da hike)ଅକ୍ଟୋବର ମାସ ଦରମା ସହ ମିଳିବ ।

ପ୍ରକାଶ ଥାଉ ଯେ, କେନ୍ଦ୍ରୀୟ କର୍ମଚାରୀ (central government employees) ଓ ପେନସନଧାରକ (pensioners)ଙ୍କୁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା (da hike)ଅକ୍ଟୋବର ମାସ ଦରମା ସହ ମିଳିବ । ଏହାସହ ଅକ୍ଟୋବର ମାସରେ କର୍ମଚାରୀମାନଙ୍କୁ ସେମାନଙ୍କର ପିଛିଲା ଏରିଅର ବି ମିଳିଯିବ ।

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 3 ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ବର୍ଷାରେ ଭିଜିବ ଦଶହରା !

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments