
heavy rains odisha yellow warning for 17 districts ,pic credit:@mcbbsr,www.pexels.com
ଏବେ ଗରମ ଓ ଗୁଳୁଗଳିରୁ ଲୋକଙ୍କୁ ମିଳିବ ଆଶ୍ବସ୍ତି । ଯାହାକୁ ନେଇ ଦକ୍ଷିଣ ଓଡ଼ିଶା (odisha)ର ୧୭ ଜିଲ୍ଲାରେ ପ୍ରବଳ ବର୍ଷା (heavy rains)ଛେଚିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ମତ ଅନୁଯାୟୀ, ରାଜଧାନୀ ଭୁବନେଶ୍ବର (bhubaneswar)ସମେତ କଟକ ଜିଲ୍ଲା,ପୁରୀ ଜିଲ୍ଲା,ଯାଜପୁର ଜିଲ୍ଲା,ଖୋର୍ଦ୍ଧା,ଭଦ୍ରକ ଜିଲ୍ଲା,ବାଲେଶ୍ୱର ଜିଲ୍ଲା, କେନ୍ଦ୍ରାପଡା ଜିଲ୍ଲା,ଜଗତସିଂହପୁର ଜିଲ୍ଲାର କିଛି ଅଞ୍ଚଳରେ ଲାଗି ରହିଛି ବର୍ଷା (heavy rains)। ଆଜି ଗୁରୁବାର (Thursday)ପାଇଁ ଏସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ (yellow warning)ଜାରି କରାଯାଇଛି ।
ସୂଚନା ମୁତାବକ, ଆଜି ଗୁରୁବାର (Thursday)ଠୁ ରାଜ୍ୟରେ ବର୍ଷା (heavy rains)ର ବିସ୍ତୃତି ବଢିବ । ଉପକୂଳ ଓଡ଼ିଶାର କିଛି କିଛି ଅଞ୍ଚଳରେ ଲାଗିରହିଛି ବିଜୁଳି ଘଡଘଡ଼ି ସହ ବର୍ଷା (rains)। ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା (heavy rains) ହେବା ସହ କାଲି ମଧ୍ଯ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଛେଚିବ ବର୍ଷା (rains)ବୋଲି ଅନୁମାଲ କରିଛି ପାଣିପାଗ ବିଭାଗ କେନ୍ଦ୍ର ।
ସେହିଭଳି କହିବାକୁ ଗଲେ, ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କାଲି ଦକ୍ଷିଣ ଓଡ଼ିଶା (odisha) ସମେତ 8 ଜିଲ୍ଲା ପାଇଁ ୟେଲୋ ଆଲର୍ଟ (yellow warning) ଜାରି ହୋଇଛି ।
ପ୍ରକାଶ ଥାଉ ଯେ, ଆଜି ଗୁରୁବାର (Thursday)ୟେଲ୍ଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରବଳ ବର୍ଷା (heavy rains) ପରିସ୍ଥିତିର ମୁକାବିଲା ପାଇଁ ସତର୍କ ରହିବାକୁ ଏସଆରସିଙ୍କ ପକ୍ଷରୁ ଆଲର୍ଟ ମଧ୍ଯ କରାଯାଇଛି ।
Share your comments