1. କୃଷି ଖବର

ମଧୁମେହକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି କି, ଖାଆନ୍ତୁ ଏହି ପରିବା

ଉଁମାନଙ୍କର ମଧୁମେହ ଅଛି,କିମ୍ବା ଯେଉଁମାନେ ମଧୁମେହଠୁ ସମ୍ପୂର୍ଣ ଭାବରେ ଦୂରେଇକି ରହିବାକୁ ଚାହୁଁଛନ୍ତି ସେମାନେ ନିୟମିତ ଖାଦ୍ୟରେ ଟମାଟୋର ବ୍ୟବହାର କରନ୍ତୁ |

Rajashree
Rajashree
Interesting Benefits of Tomato

Interesting Benefits of Tomato

ସାଧାରଣତଃ ପ୍ରତ୍ୟକ ରୋଷେଇ ପାଇଁ ଆମେ ଟମାଟୋର ବ୍ୟବହାର କରିଥାଉ | ଟମାଟୋ ବିନା କୌଣସି ତରକାରୀର ସ୍ୱାଦ କଳ୍ପନା କରିବା ଆମ ପାଇଁ ଅସମ୍ଭବ ହୋଇପଡେ | ତେବେ ଆପଣ ଜାଣିଛନ୍ତି କି , ଟମାଟୋ କେବଳ ତରକାରୀକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ଏହା ଆପଣଙ୍କୁ ଅନେକ ରୋଗ ମୁକ୍ତ ମଧ୍ୟ ରଖିଥାଏ |

ଟମାଟୋରେ ଭିଟାମିନ୍ କେ ଏବଂ କ୍ୟାଲସିୟମ୍ ଭରି ରହିଥାଏ (Tomato Benefits)| ଯୁକ୍ତରାଷ୍ଟ୍ରର କୃଷି ବିଭାଗ ଅନୁଯାୟୀ, ଶହେ ଗ୍ରାମ ଟମାଟୋରେ 110 ଗ୍ରାମ କ୍ୟାଲସିୟମ ଥାଏ ତେଣୁ ଟମାଟୋ ଖାଇବା ଦ୍ୱାରା ହାଡ଼ ଶକ୍ତିଶାଳୀ ହୋଇଥାଏ |

ଟମାଟୋରେ କ୍ରୋମିୟମ ନାମକ ଏକ ପଦାର୍ଥ ଥାଏ ଯାହା ଶରୀରରେ ସୁଗାର ସ୍ତରକୁ ସମ୍ପୂର୍ଣ ଭାବରେ ନିୟନ୍ତ୍ରଣରେ ରଖେ | ତେଣୁ ଯେଉଁମାନଙ୍କର ମଧୁମେହ ଅଛି,କିମ୍ବା ଯେଉଁମାନେ ମଧୁମେହଠୁ ସମ୍ପୂର୍ଣ ଭାବରେ ଦୂରେଇକି ରହିବାକୁ ଚାହୁଁଛନ୍ତି ସେମାନେ ନିୟମିତ ଖାଦ୍ୟରେ ଟମାଟୋର ବ୍ୟବହାର କରନ୍ତୁ |

ଟମାଟୋରେ (Tomato )କ୍ରୋମିୟମ ନାମକ ଏକ ପଦାର୍ଥ ଥାଏ ଯାହା ଶରୀରରେ ସୁଗାର ସ୍ତରକୁ ସମ୍ପୂର୍ଣ ଭାବରେ ନିୟନ୍ତ୍ରଣରେ ରଖେ | ତେଣୁ ଯେଉଁମାନଙ୍କର ମଧୁମେହ ଅଛି,(dibetic patient)କିମ୍ବା ଯେଉଁମାନେ ମଧୁମେହଠୁ ସମ୍ପୂର୍ଣ ଭାବରେ ଦୂରେଇକି ରହିବାକୁ ଚାହୁଁଛନ୍ତି ସେମାନେ ନିୟମିତ ଖାଦ୍ୟରେ ଟମାଟୋର ବ୍ୟବହାର କରନ୍ତୁ |

ଟମାଟୋରେ ଭିଟାମିନ ସିର ପରିମାଣ ଅଧିକ ଥିବାରୁ ଏହା ଆପଣଙ୍କ ହାଡ ମଜଭୁତ କରିବାରେ ସହାୟକ ହୁଏ ଓ ଶରୀରରେ ରକ୍ତକୁ ସଫା ରଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ | ଯଦି ଆପଣ ଶରୀରର ଓଜନ ହ୍ରାସ କରିବାକୁ ଡାଇଟରେ ରହୁଛନ୍ତି ତାହାଲେ ଆପଣଙ୍କ ସାଲାଡ଼ରେ ଟମାଟୋ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ଏହା ଆପଣଙ୍କ ଶରୀରର ଓଜନ ହ୍ରାସ କରିବାରେ ଆପଣଙ୍କୁ ସହାୟତା କରିବ |

ଟମଟୋ ରସରେ ଆଲୋଭେରା ଜେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତ୍ୱଚାରେ ଲଗେଇଲେ ଏହା ଆପଣଙ୍କ ତ୍ୱଚାକୁ ଟ୍ୟାନ ମୁକ୍ତ କରିଥାଏ ଓ ସଫା ରଖିଥାଏ | ଟମାଟୋ ରସରେ ବେସନ ବ୍ୟବହାର କରି ମଧ୍ୟ ଆପଣ ଲଗାଇ ପାରିବେ |

ଓଜନ ହ୍ରାସ କରିବାକୁ ଚାହାନ୍ତି କି ? ଖାଆନ୍ତୁ ଟମାଟୋ

କର୍କଟ ରୋଗକୁ ଦୂର କରିଥାଏ ଟମାଟୋ ଜୁସ୍, ଜାଣନ୍ତୁ ଏହାର ଅନେକ ଫାଇଦା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments