1. କୃଷି ଖବର

ନାରୀ ଶକ୍ତି ପୁରସ୍କାର ପାଇବାକୁ ଏମିତି କରନ୍ତୁ ଆବେଦନ

ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାରୀ ଶକ୍ତି ପୁରସ୍କାର-2022 ପାଇଁ ଆବେଦନ / ନାମାଙ୍କନ ଆମନ୍ତ୍ରିତ କରାଯାଉଛି।

Shuvanshu Kar
Shuvanshu Kar
Ministry of Women and Child Development Invites Applications for Nari Shakti Puraskar-2022

Ministry of Women and Child Development Invites Applications for Nari Shakti Puraskar-2022

ନାରୀ ଶକ୍ତି ପୁରସ୍କାର-2022(Nari Shakti Puraskar-2022) ପାଇଁ ଆବେଦନ ପତ୍ର/ ନାମାଙ୍କନ ଆମନ୍ତ୍ରଣ କରୁଛି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ(Ministry of Women and Child Development) । ଏହି ପୁରସ୍କାର ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଓ ସାଧାରଣ ସୁବିଧାରୁ ବଞ୍ଚିତ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ଦିଆଯିବ ଅନଲାଇନ୍ ଆବେଦନ ପତ୍ର/ ନାମାଙ୍କନ 31 ଅକ୍ଟୋବର, 2022 ପର୍ଯ୍ୟନ୍ତ ପଠା ଯାଇପାରିବ ।

ଭାରତ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନାରୀ ଶକ୍ତି ପୁରସ୍କାର-2022 ପାଇଁ ଆବେଦନ / ନାମାଙ୍କନ ଆମନ୍ତ୍ରିତ କରାଯାଉଛି। ନାରୀ ଶକ୍ତି ପୁରସ୍କାର, 2022 ପାଇଁ ଆବେଦନ /ନାମାଙ୍କନ କେବଳ ନିର୍ଦ୍ଦିଷ୍ଟ ୱେବସାଇଟ୍ www.awards.gov.in.ମାଧ୍ୟମରେ ଗ୍ରହଣ କରାଯିବ।

31 ଅକ୍ଟୋବର, 2022 ପର୍ଯ୍ୟନ୍ତ ପ୍ରାପ୍ତ ସମସ୍ତ ଆବେଦନ ପତ୍ର/ ନାମାଙ୍କନ ଉପରେ ବର୍ଷ 2022 ପାଇଁ ନାରୀ ଶକ୍ତି ପୁରସ୍କାର ପାଇଁ ବିଚାର କରାଯିବ।

ନାରୀ ଶକ୍ତି ପୁରସ୍କାର-2022 ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ବାରା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଥାତ୍ 8 ମାର୍ଚ୍ଚ 2023 ରେ ମହିଳା ସଶକ୍ତିକରଣ, ବିଶେଷ ଭାବରେ ଆର୍ଥିକ ଅନଗ୍ରସର ଏବଂ ସାଧାରଣ ସୁବିଧାରୁ ବଞ୍ଚିତ ଥିବା ମହିଳାମାନଙ୍କ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରଦାନ କରାଯିବ।

ଯୋଗ୍ୟତା ମାନଦଣ୍ଡ ଏବଂ ଅନ୍ୟ ବିବରଣୀ ପାଇଁ, ନାରୀ ଶକ୍ତି ପୁରସ୍କାର ନିମନ୍ତେ ପାଇଁ ନିର୍ଦ୍ଦେଶାବଳୀ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ୱେବସାଇଟ୍ https://wcd.nic.in/acts/guidelines-nari-shakti-puraskar-2022-onwards ରେ ଏବଂ ଆବେଦନ /ନାମାଙ୍କନ ପୋର୍ଟାଲ୍ www.awards.gov.in ରେ ଉପଲବ୍ଧ ରହିଛି।

ମହିଳା ଚାଷୀ ଗଠନ କରିଛନ୍ତି FPO, ମିଳିୁଛି ପ୍ରଚୁର ଲାଭ

କୃଷି ନିଶା ଦେଲା ନୂଆ ପରିଚୟ, ବାସୁମତି ଧାନ ଫଳାଇ ସ୍ବାବଲମ୍ବୀ ହେଲେ ଓଡିଆ ମହିଳା ଚାଷୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments