1. କୃଷି ଖବର

NIAରେ ଚାକିରି, ସବ-ଇନ୍ସପେକ୍ଟର ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ କରନ୍ତୁ ଆବେଦନ

ଆପଣ ଗୁଇନ୍ଦା ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ(NIA) ଖାଲିପଡିଛି ୬୭ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ nia.gov.in କୁ ଯାଇ ହିଁ ଆବେଦନ କରିପାରିବେ ।

Sudesna Nayak
Sudesna Nayak
NIA Job recruitment apply soon

NIA Job recruitment apply soon

ଆପଣ ଗୁଇନ୍ଦା ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି କି ? ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସୀ(NIA) ଖାଲିପଡିଛି ୬୭ଟି ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ nia.gov.in କୁ ଯାଇ ହିଁ ଆବେଦନ କରିପାରିବେ ।

ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ (NIA) ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ପାଇଁ ୪୩ ପଦବୀ ଏବଂ ହେଡ କନେଷ୍ଟବଳ ପଦବୀ ପାଇଁ ୨୪ଟି ପଦବୀ ଖାଲିପଡିଛି ।

ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ (NIA) ରେ ପଦବୀ ମୋଟ୍ ୬୭ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସିଷ୍ଟାଣ୍ଟ ଇନ୍ସପେକ୍ଟର ପଦବୀ ପାଇଁ ୪୩ଟି, ହେଡ କନେଷ୍ଟବଳ ପଦବୀ ପାଇଁ ୨୪ ଟି ରହିଛି ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସୀ (NIA) ରେ ଆସିଷ୍ଟାଣ୍ଟ ସବୁ ଇନ୍ସପେକ୍ଟର ପଦବୀ ପାଇଁ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନରେ ଡିଗ୍ରୀ କରିଥିବା ଜରୁରୀ । ସେହିପରି ହେଡ କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବା ପ୍ରାର୍ଥୀ ୧୨ମ ପାସ୍‌ କରିଥିବା ଜରୁରୀ ।

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

RBI Requirements : ବିନା ପରୀକ୍ଷାରେ RBIରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments