Nirmala Sitharaman Latest News: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister of India is Nirmala Sitharaman)ଦେଶର ଅର୍ଥନୀତିକୁ ନେଇ ଏକ ବଡ଼ ଖୁସିଖବର (GOOD NEWS) ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)କହିଛନ୍ତି ଯେ,ଚଳିତ ବର୍ଷ GDP ଦୁଇ ଅଙ୍କରେ ରହିବ ।
ସୂଚନା ଅନୁଯାୟୀ, GDP ବୃଦ୍ଧି ଅର୍ଥ ହେଉଛି ଦେଶର ଅର୍ଥନୀତି (India Economic Condition)ଆହୁରି ଉନ୍ନତ ହେବ । କେବଳ ଏତିକି ନୁହେଁ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ମଧ୍ୟ ବୃଦ୍ଧି ପାଇବ ।
ଚଳିତ ବର୍ଷ GDP ଅଭିବୃଦ୍ଧିର ଆଶା 2 ଗୁଣ ହେବ ବୋଲି ପଚରାଯାଇଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)କହିଛନ୍ତି, ମୁଁ ଏହା ଆଶା କରୁଛି ।
GDP ଅଭିବୃଦ୍ଧି ଆଶା କରାଯାଉଛି,ଜାଣନ୍ତୁ...
ଚଳିତ ଆର୍ଥିକ ବର୍ଷରେ GDP ଅଭିବୃଦ୍ଧି 2 ଅଙ୍କରେ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଆଶା ପ୍ରକଟ କରିଛନ୍ତି । ଦେଶରେ ବିମୁଦ୍ରାକରଣର କୌଣସି ବିପଦ ନାହିଁ ।
ପ୍ରକାଶ ଥାଉ ଯେ, ଚଳିତ ଆର୍ଥିକ ବର୍ଷରେ GDPଅଭିବୃଦ୍ଧି 2 ଅଙ୍କରେ ରହିବ ବୋଲି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ (Finance Minister of India is Nirmala Sitharaman) କହିଛନ୍ତି । ଯାହା ଦର୍ଶାଉଛି ଯେ ଭାରତର ଅର୍ଥନୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି ।
Share your comments