ମୟୂରଭଞ୍ଜ (Mayurbhanj)କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik)ଙ୍କ ଭେଟି । ଦୁଇଟି ବୃହତ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ (CM) ।
ସୂଚନା ଅନୁଯାୟୀ, ହଜାର ଚାଷୀ ହେବେ ଉପକୃତ । 685 କୋଟି ଟଙ୍କା ବ୍ୟୟରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ । ଅତିରିକ୍ତ 17 ହଜାର 121 ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା । ମୟୂରଭଞ୍ଜ (Mayurbhanj) ଓ ବାଲେଶ୍ୱର ଜିଲ୍ଲାର 55 ହଜାର ଚାଷୀ ହେବେ ଉପକୃତ ।
କରଂଜିଆ ହାତୀବାରିରେ ଦେଓ ଜଳସେଚନ ପ୍ରକଳ୍ପ । 823 କୋଟି ବ୍ୟୟରେ ଦେଓ ଜଳ ସେଚନ ପ୍ରକଳ୍ପ । 99 ଶହ ହେକ୍ଟର ଚାଷ ଜମି ପାଇଁ ଜଳସେଚନ ସୁବିଧା । ମୟୂରଭଞ୍ଜ ହେବ ଶସ୍ୟଶ୍ୟାମଳ । ଜଳସେଚିତ ହେବ ଜମି । ଚାଷୀ (FARMERS)ଙ୍କ ମୁହଁରେ ହସ।
ପ୍ରକାଶ ଥାଉ ଯେ, ମୟୂରଭଞ୍ଜ (Mayurbhanj) ଜିଲ୍ଲାର 2 ଟି ପ୍ରମୁଖ ଜଳସେଚନ ପ୍ରକଳ୍ପ । 27 ହଜାର ହେକ୍ଟରରୁ ଅଧିକ ଚାଷ ଜମି ହେବ ଜଳସେଚିତ । 100ଟି ଗ୍ରାମର ପ୍ରାୟ 2 ଲକ୍ଷ ଲୋକ ହେବେ ଉପକୃତ । ପ୍ରକଳ୍ପକୁ ନେଇ ଚାଷୀ (FARMERS)ଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।
ରାତି ପାହିଲେ ବିଦେଶ ଯାତ୍ରାରେ ବାହାରିବେ ମୁଖ୍ୟମନ୍ତ୍ରୀ
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଥର ୨୫ ନୁହେଁ ୪୦ ଲକ୍ଷ ମିଳିବ ଗୃହଋଣ
Share your comments