1. କୃଷି ଖବର

ଖରାରେ ସିଝୁଛି ଓଡ଼ିଶା: ଆଜିଠୁ ସବୁ ସ୍କୁଲ୍‌ ଛୁଟି

ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଆଜି ବୁଧବାର ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Sudesna Nayak
Sudesna Nayak
schools in odisha closed from today amid heat wave

schools in odisha closed from today amid heat wave

ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା (odisha) । ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ (heat wave)ଜାରି ରହିଥିବା ବେଳେ ଆଜି ବୁଧବାର (wednesday) ଭୁବନେଶ୍ବର (bhubaneswar)ର ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରା (hot)କୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର (state govt) । 

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଉ ଦୁଇ ଦିନ ଅସମ୍ଭାଳ ତାତି ୪୦ ଡିଗ୍ରୀ ଡେଇଁଲା ଭୁବନେଶ୍ବର (bhubaneswar)ପାରଦ । ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ତ ଖରା (hot)କୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର (state govt) । ପ୍ରବଳ ଗ୍ରୀଷ୍ଣ ପ୍ରବାହ (heat wave) ପାଇଁ ଆଜି ବୁଧବାର (wednesday)ଠାରୁ ୧୬ ତାରିଖ ଯାଏଁ ହିଁ ରାଜ୍ୟ ସରକାର (state govt) ଛୁଟି ଘୋଷଣା କରିଛନ୍ତି ରାଜ୍ୟର ସବୁ ସ୍କୁଲ୍‌କୁ (schools in odisha closed)। ସବୁ ସ୍କୁଲ୍‌ ସହିତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ଯ ରହିବ ବନ୍ଦ ।

ଅସହ୍ୟ ଗରମ ଓ ଗୁଳୁଗୁଳୁରେ ଲୋକେ ଅସ୍ତବ୍ୟସ୍ତ ହେଇଯାଉଛନ୍ତି । ଏମିତି ଖରା ଦେଖି ଲୋକମାନଙ୍କ ଶରୀରରୁ ଜଳୀୟ ଅଂଶ କମି ଯିବାର ସମ୍ଭାବନା ଥିବାରୁ ହିଁ ଆଖୁ ରସ,ଲେମ୍ବୁ ପାଣି, ତୋରାଣି, ଘୋଳ ଦହି, ଆଖୁ ରସ ଇତ୍ୟାଦି ପ୍ରଚୁର ପିଇବାକୁ ପାଣିପାଗ ବିଭାଗ ପକ୍ଷରୁ (imd) କୁହାଯାଇଛି ।

ପ୍ରକାଶ ଥାଉ ଯେ, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (imd)ର ମତ ଅନୁଯାୟୀ, ଆସନ୍ତା ୪ ଦିନରେ ରାଜ୍ୟର ତାପମାତ୍ରା (heat wave) ଆହୁରି ବଢ଼ିବ । ୧୩ ତାରିଖରୁ ୧୬ ତାରିଖ ଯାଏଁ ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମପ୍ରବାହ (heat wave) ପାଇଁ ୱାର୍ଣ୍ଣିଂ ମଧ୍ଯ ଜାରି କରାଯାଇଛି ।

ସାବଧାନ! ଆଜି ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା....

୧୧ ଜିଲ୍ଲାରେ ଝଡ଼ ବ‌ର୍ଷା : ୟେଲୋୱାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ