1. କୃଷି ଖବର

IRELରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ଇଣ୍ଡିଆନ ରିଅର ଆର୍ଥସ ଲିମିଟେଡ୍‌ (IREL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IRELରେ ଖାଲିପଡିଛି ଅନେକ ପଦବୀ ।

Sudesna Nayak
Sudesna Nayak
the post of chief general manager is vacant in irel apply immediately

the post of chief general manager is vacant in irel apply immediately

ଇଣ୍ଡିଆନ ରିଅର ଆର୍ଥସ ଲିମିଟେଡ୍‌ (IREL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । IRELରେ ଖାଲିପଡିଛି ଅନେକ ପଦବୀ ।

IRELରେ ବମ୍ଫର ନିଯୁକ୍ତି । IRELରେ ଖାଲିପଡିଛି ଚିଫ୍‌ ଜେନେରାଲ ମ୍ୟାନେଜର ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ ଓ୍ଵେବସାଇଟ www.irel.co.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଫେବୃଆରୀ ୨୦୨୨ ରହିଛି ।

IRELରେ ଚିଫ୍‌ ଜେନେରାଲ ମ୍ୟାନେଜର, ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ,ପଦବୀ, ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ହିଁ ଆବେଦନ କରିପାରିବେ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ପଦବୀ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ରହିଛି ।

ପଦବୀ ପାଇଁ ଦରମା,ଜାଣନ୍ତୁ...

ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ମାସକୁ ଦରମା ୧,୨୦,୦୦୦-୨,୮୦,୦୦୦ ରହିଛି, ଚିଫ୍‌ ମ୍ୟାନେଜର ପଦବୀ ପାଇଁ ମାସକୁ ଦରମା ୮୦,୦୦୦-୨,୨୦,୦୦୦, ସିନିଅର ମ୍ୟାନେଜର ପଦବୀ ପାଇଁ ୭୦,୦୦୦-୨,୦୦,୦୦୦ ଟଙ୍କା, ମ୍ୟାନେଜର ସିକ୍ୟୁରିଟି ପଦବୀ ପାଇଁ ୬୦,୦୦୦-୧,୮୦,୦୦୦ ହିଁ ରହିଛି ।

ବୟସ ସୀମା ଓ ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କ ଚୟନ ଇଣ୍ଟରଭ୍ୟୁ, ଶାରୀରିକ ପରୀକ୍ଷା, ଗ୍ରୁପ ବ୍ୟାୟାମ ଦ୍ୱାରା ହିଁ ହେବ । ଚିଫ ଜେନେରାଲ ମ୍ୟାନେଜର ପଦବୀ ପାଇଁ ୫୬ ବର୍ଷ, ଚିଫ୍‌ ମ୍ୟାନେଜର/ସିନିଅର ମ୍ୟାନେଜର ପ୍ରୋଜେକ୍ଟ ପାଇଁ ୫୪/୪୮ ବର୍ଷ, ମ୍ୟାନେଜର ସିକ୍ୟୁରିଟି ପାଇଁ ୪୨ ବର୍ଷ ହୋଇଥିବା ଜରୁରୀ ଅଟେ ।

ଓଡ଼ିଶାରେ ଚାକିରି କରିବାର ସୁଯୋଗ; ଭୁବନେଶ୍ୱର ICT-IOCରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

UPSCରେ କରନ୍ତୁ ଚାକିରି ; ଖାଲିପଡିଛି ୮୬୧ ପଦବୀ,ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments