1. କୃଷି ଖବର

ବୁଧବାର ରାଜ୍ୟରେ ପ୍ରବଳ ବର୍ଷା

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ମଙ୍ଗଳବାର ଅବପାତ ରୂପ ନେଇଛି । ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଥିବା ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡ଼କୁ ମୁହାଁଉଛି । ତେବେ ଏହି ଅବପାତ ପ୍ରଭାବରେ ବୁଧବାର ରାଜ୍ୟରେ ପ୍ରବଳ ବର୍ଷା ହେବ ।

Sudesna Nayak
Sudesna Nayak
Wednesday weather update rain in odisha

Wednesday weather update rain in odisha

ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଥିବା ସୁଦୃଶ୍ୟ ଲଘୁଚାପ (low pressure) କ୍ଷେତ୍ର ମଙ୍ଗଳବାର ଅବପାତ ରୂପ ନେଇଛି । ଓଡ଼ିଶା (Odisha)ଉପକୂଳ ସଂଲଗ୍ନ ଅଞ୍ଚଳରେ ଥିବା ଏହି ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼ ଆଡ଼କୁ ମୁହାଁଉଛି । ତେବେ ଏହି ଅବପାତ ପ୍ରଭାବରେ ବୁଧବାର (Wednesday)ରାଜ୍ୟରେ ପ୍ରବଳ ବର୍ଷା (Rain)ହେବ ।

ସୂଚନା ଅନୁଯାୟୀ, ରାଜ୍ୟରେ ବଢିବ ବର୍ଷା (Rain)। 13 ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବ । କିଛି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ରହିଛି । ଏହାସହ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି ।

୧୧ ତାରିଖ, ୧୨ ତାରିଖ ଓ ୧୩ ତାରିଖରେ ବି ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଚିବ ବର୍ଷା (Rain) । ଯାହାକୁ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଭାଗ ।

କାଲି ୧୧ ତାରିଖରେ ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, ଦେବଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ବାଲେଶ୍ୱର ଜିଲ୍ଲା, ସମ୍ବଲପୁର ଜିଲ୍ଲା, ଯାଜପୁର ଜିଲ୍ଲା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା (Rain) ହୋଇପାରେ । ସେପଟେ ଗତ ତିନି ଧରି ରାଜ୍ୟରେ ଲଗାଣ ବର୍ଷା (Rain) ଜାରି ରହିଛି ।

ପ୍ରକାଶ ଥାଉ ଯେ, ପ୍ରବଳ ବର୍ଷା (Rain) ଲାଗି ରହିଥିବାରୁ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ଆସୁଛି ଆଉ ଏକ ଲଘୁଚାପ

ଶକ୍ତିଶାଳୀ ହେଉଛି ଲଘୁଚାପ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ