ସବୁ ଭାରତୀୟ ଘରେ ରସୁଣ (Garlic)ଅତି ସହଜରେ ମିଳିଯିବ । ରସୁଣ ଖାଇବା ଦ୍ଵାରା ଆମର ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ରକ୍ତ ପତଳା ଓ ଏଥପାଇଁ ଆପଣ ମେଡିସିନ ଖାଉଛନ୍ତି ତେବେ ସାବଧାନ ଆପଣ ରସୁଣ (Garlic) ଠାରୁ ଦୂରେଇ ରୁହନ୍ତୁ ।
ଲିଭର ସମସ୍ୟା ଥିବା ଲୋକଙ୍କୁ ରସୁଣ ଖାଇବା ମନା!,ଜାଣନ୍ତୁ....
ଯଦି ଆପଣ ଲିଭର ସମସ୍ୟା ସହିତ ଜଡ଼ିତ ଅଛନ୍ତି ତେବେ ରସୁଣ (Garlic) ଖାଇବା ଠୁ ଦୂରରେ ରୁହନ୍ତୁ । ଯାହା ଆପଣଙ୍କ ଲିଭର ସମସ୍ୟାକୁ ଆହୁରି ବଢାଇଦେଇପାରେ ।
ହୃଦଘାତ (heart attack)ର ଏକ ସମସ୍ଯା ହୋଇପାରେ, ଜାଣନ୍ତୁ...
ଯଦି ଆପଣ ଆବଶ୍ଯକତା ଠାରୁ ଅଧିକ ରସୁଣ ଖାଉଛନ୍ତି, ତେବେ ହୃଦଘାତ (heart attack)ର ଏକ ସମସ୍ଯା ହୋଇପାରେ ।
ପେଟ ଖରାପ ସମୟରେ ରସୁଣ ଖାଇବା ମନା!,ଜାଣନ୍ତୁ....
ଖାଲି ପେଟରେ ରସୁଣ (Garlic) ଖାଇବା ଦ୍ୱାରା ଅମ୍ଳ ବାନ୍ତି ବା ଖାଲି ବାନ୍ତିର କାରଣ ହୋଇପାରେ ।
ଏସିଡିଟି ସମସ୍ୟା ଥିବା ଲୋକଙ୍କୁ ରସୁଣ ଖାଇବା ମନା!,ଜାଣନ୍ତୁ....
ଯେଉଁ ଲୋକଙ୍କର ଏସିଡିଟି (ACIDITY)ସମସ୍ୟା ରହିଛି ସେମାନଙ୍କୁ ମଧ୍ୟ ରସୁଣ (Garlic) ଠାରୁ ଦୂରେଇ ରହିବା ଉଚିତ୍ ।
ନିମ୍ନ ରକ୍ତଚାପ ଥିବା ଲୋକଙ୍କୁ ରସୁଣ ଖାଇବା ମନା!,ଜାଣନ୍ତୁ....
ଯଦି ଆପଣ ନିମ୍ନ ରକ୍ତଚାପ (Blood Pressure) ରୋଗରେ ପୀଡ଼ିତ ତେବେ କଞ୍ଚା ରସୁଣ ବହୁତ କମ ଖାଇବା ଉଚିତ୍ ।
ପ୍ରକାଶ ଥାଉ ଯେ, କୁହାଯାଏ ଯେ, ରସୁଣ (Garlic) ଶରୀରକୁ ଅଧିକ ଗରମ କରିଥାଏ । ଏଣୁ ନବରାତ୍ରୀ ଏବଂ ଅନ୍ଯାନ ପୂଜା ସମୟରେ ପିଆଜ- ରସୁଣକୁ ମନା କରାଯାଇଥାଏ ।
ରସୁଣକୁ ଆମିଷରେ ହିଁ ଗଣାଯାଇଥାଏ ।
ନାଚୁରାଲ ଉପାୟରେ କରନ୍ତୁ ହେୟାର କେୟାର
ମାଣ୍ଡିଆ ଚା’! ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମିଳିବ ଏହିସବୁ ଫାଇଦା...
Share your comments