1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ଲୋକଙ୍କୁ ରସୁଣ ଖାଇବା ମନା!

ଯଦି ଆପଣ ଲିଭର ସମସ୍ୟା ସହିତ ଜଡ଼ିତ ଅଛନ୍ତି ତେବେ ରସୁଣ ଖାଇବା ଠୁ ଦୂରରେ ରୁହନ୍ତୁ ।

Sudesna Nayak
Sudesna Nayak
10 harmful effects of garlic that you should know

10 harmful effects of garlic that you should know

ସବୁ ଭାରତୀୟ ଘରେ ରସୁଣ (Garlic)ଅତି ସହଜରେ ମିଳିଯିବ । ରସୁଣ ଖାଇବା ଦ୍ଵାରା ଆମର ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ରକ୍ତ ପତଳା ଓ ଏଥପାଇଁ ଆପଣ ମେଡିସିନ ଖାଉଛନ୍ତି ତେବେ ସାବଧାନ ଆପଣ ରସୁଣ (Garlic) ଠାରୁ ଦୂରେଇ ରୁହନ୍ତୁ । 

ଲିଭର ସମସ୍ୟା ଥିବା ଲୋକଙ୍କୁ ରସୁଣ ଖାଇବା ମନା!,ଜାଣନ୍ତୁ....

ଯଦି ଆପଣ ଲିଭର ସମସ୍ୟା ସହିତ ଜଡ଼ିତ ଅଛନ୍ତି ତେବେ ରସୁଣ (Garlic) ଖାଇବା ଠୁ ଦୂରରେ ରୁହନ୍ତୁ । ଯାହା ଆପଣଙ୍କ ଲିଭର ସମସ୍ୟାକୁ ଆହୁରି ବଢାଇଦେଇପାରେ ।

ହୃଦଘାତ (heart attack)ର ଏକ ସମସ୍ଯା ହୋଇପାରେ, ଜାଣନ୍ତୁ...

ଯଦି ଆପଣ ଆବଶ୍ଯକତା ଠାରୁ ଅଧିକ ରସୁଣ ଖାଉଛନ୍ତି, ତେବେ ହୃଦଘାତ (heart attack)ର ଏକ ସମସ୍ଯା ହୋଇପାରେ । 

ପେଟ ଖରାପ ସମୟରେ ରସୁଣ ଖାଇବା ମନା!,ଜାଣନ୍ତୁ....

ଖାଲି ପେଟରେ ରସୁଣ (Garlic) ଖାଇବା ଦ୍ୱାରା ଅମ୍ଳ ବାନ୍ତି ବା ଖାଲି ବାନ୍ତିର କାରଣ ହୋଇପାରେ । 

ଏସିଡିଟି ସମସ୍ୟା ଥିବା ଲୋକଙ୍କୁ ରସୁଣ ଖାଇବା ମନା!,ଜାଣନ୍ତୁ....

ଯେଉଁ ଲୋକଙ୍କର ଏସିଡିଟି (ACIDITY)ସମସ୍ୟା ରହିଛି ସେମାନଙ୍କୁ ମଧ୍ୟ ରସୁଣ (Garlic) ଠାରୁ ଦୂରେଇ ରହିବା ଉଚିତ୍ ।

ନିମ୍ନ ରକ୍ତଚାପ ଥିବା ଲୋକଙ୍କୁ ରସୁଣ ଖାଇବା ମନା!,ଜାଣନ୍ତୁ....

ଯଦି ଆପଣ ନିମ୍ନ ରକ୍ତଚାପ (Blood Pressure) ରୋଗରେ ପୀଡ଼ିତ ତେବେ କଞ୍ଚା ରସୁଣ ବହୁତ କମ ଖାଇବା ଉଚିତ୍ । 

ପ୍ରକାଶ ଥାଉ ଯେ, କୁହାଯାଏ ଯେ, ରସୁଣ (Garlic) ଶରୀରକୁ ଅଧିକ ଗରମ କରିଥାଏ । ଏଣୁ ନବରାତ୍ରୀ ଏବଂ ଅନ୍ଯାନ ପୂଜା ସମୟରେ ପିଆଜ- ରସୁଣକୁ ମନା କରାଯାଇଥାଏ ।

ରସୁଣକୁ ଆମିଷରେ ହିଁ ଗଣାଯାଇଥାଏ । 

ନାଚୁରାଲ ଉପାୟରେ କରନ୍ତୁ ହେୟାର କେୟାର

ମାଣ୍ଡିଆ ଚା’! ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମିଳିବ ଏହିସବୁ ଫାଇଦା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments