1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମୁଣ୍ଡବିନ୍ଧାର କାରଣ କଫି!

ପ୍ରତ୍ୟେକ ବ୍ୟକ୍ତିଙ୍କର ଦିନର ଆରମ୍ଭ କଫିରୁ ହେଇଥାଏ । ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ କଫି ନ ପିଇ ରହିପାରନ୍ତି ନାହିଁ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଅଧିକ କଫି ପିଇବା କ୍ଷତିକାରକ ମଧ୍ଯ ହୋଇପାରେ ।

Sudesna Nayak
Sudesna Nayak
4 Cups of Coffee Per Day May Lead to Headache

4 Cups of Coffee Per Day May Lead to Headache

ପ୍ରତ୍ୟେକ ବ୍ୟକ୍ତିଙ୍କର ଦିନର ଆରମ୍ଭ ଚା’(Tea)କିମ୍ବା କଫି (Coffee)ରୁ ହେଇଥାଏ । ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ କଫି (Coffee)ନ ପିଇ ରହିପାରନ୍ତି ନାହିଁ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଅଧିକ କଫି (Coffee)ପିଇବା କ୍ଷତିକାରକ ମଧ୍ଯ ହୋଇପାରେ ।

କଫିରେ ଥିବା କଫିନ୍ ସ୍ବାସ୍ଥ୍ୟ ପାଇଁ ଭଲ ବୋଲି ମନାଯାଏ । କିନ୍ତୁ ପ୍ରାୟତ ଦେଖିଥିବେ ପିଲାମାନେ ପରୀକ୍ଷା ସମୟରେ ଯେତେବେଳେ ତାଙ୍କୁ ନିଦ ଲାଗେ, ସେତବେଳେ ସେମାନେ ଯଦି କଫି (Coffee)ପିଅନ୍ତି ତାଙ୍କର ନିଦ ଗାୟବ ହୋଇଯାଏ ।

କିନ୍ତୁ ଆପଣ ଜାଣିଛନ୍ତି କି ପ୍ରତିଦିନ ଚାରି କପ୍ କଫି (Coffee) ପିଇବା ଦ୍ୱାରା ମୁଣ୍ଡବିନ୍ଧାର ବଡ କାରଣ ହୋଇପାରେ । ନିକଟରେ ଏକ ରିପୋର୍ଟରୁ ଜଣାପଡିଛି କରେ ଯେ କଫି କିପରି ମୁଣ୍ଡବିନ୍ଧାର କାରଣ ହୋଇପାରେ ।

ଏକ ରିପୋର୍ଟ ଅନୁଯାୟୀ ଜଣାପଡିଛି ଯେ, ଅଧିକ ପରିମାଣରେ କଫି (Coffee) ପିଇବା ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଅଧିକ ପରିମାଣରେ କଫିନ୍ ମୁଣ୍ଡବିନ୍ଧାର ମୁଖ୍ୟ କାରଣ । ପ୍ରତିଦିନ ୪୦୦ ଗ୍ରାମ କିମ୍ବା ୪ କପ୍ କଫି ପିଇବା ଦ୍ୱାରା ଏପରି ସମସ୍ୟା ହୋଇପାରେ । ଏଥିସହିତ ଯେଉଁମାନେ ଅଧିକ କଫିନ୍ ଖାଉଛନ୍ତି ସେମାନଙ୍କୁ ମାଇଗ୍ରେନ୍ ସମସ୍ୟା ମଧ୍ୟ ହୋଇପାରେ ।

ମୁଣ୍ଡବିନ୍ଧାରୁ ରକ୍ଷା ପାଇବା ପାଇଁ କମ୍ କଫି ପିଅନ୍ତୁ,ଜାଣନ୍ତୁ....

ମୁଣ୍ଡବିନ୍ଧା ଭଳି ପରିସ୍ଥିତିକୁ ଏଡାଇବା ପାଇଁ ଲୋକମାନେ ଅଧିକ କଫି (Coffee) ପିଇବା ଠାରୁ ଦୂରେଇ ରହିବା ଉଚିତ୍ ଅଟେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTORଙ୍କର ପରାମର୍ଶ ନିଅନ୍ତୁ ।

ବ୍ଳଡ୍ ପ୍ରେସର ଲେବୁଲକୁ କମ୍ କରେ ରସୁଣ

ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ କ୍ଷତିକାରକ ଅଦା ଚା’

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments