କଳା ଚାଉଳ (Black Rice)ଖାଇଛନ୍ତି କି, ଏହା ପୁଷ୍ଟିକର, ସାମାନ୍ୟ ମିଠା ସ୍ୱାଦ, ବାଇଗଣୀ-କଳା ରଙ୍ଗର ପ୍ରଶଂସା କରିପାରିବେ । ତଥାପି କେବଳ ସ୍ୱାଦିଷ୍ଟ ହେବା ଅପେକ୍ଷା, କଳା ଚାଉଳର ଏକାଧିକ ସ୍ୱାସ୍ଥ୍ୟ ଉପକାରିତା ହେତୁ ଏହାକୁ ଏକ “ସୁପରଫୁଡ୍” ଭାବରେ ବିବେଚନା କରାଯାଏ ।ବ୍ଲାକ ରାଇସ୍ (Black Rice) ଖାଇଲେ ହେବନି ଡାଇବେଟିସ୍ (diabetes),ଦୂରେଇବ କ୍ୟାନସର (cancer) ।
ସୂଚନା ଅନୁଯାୟୀ, ଓଡ଼ିଶା (ODISHA)ର ଏମିତି ଏକ ସ୍ଥାନ ଅଛି ଯେଉଁଠାରେ ଚାଷ ହେଉଛି ବ୍ଲାକ ରାଇସ୍ (Black Rice)। ସମ୍ବଲପୁର ଯୁଯୁମୁରା ଅଞ୍ଚଳର ବୀରସିଂହପଡାରେ ଚାଷ ହେଉଛି କଳାଧାନ (Black Rice) ।
କଳା ଚାଉଳ (Black Rice)ରେ ଆଣ୍ଟି-ଅକ୍ସିଡାଣ୍ଟ ଜିଆକ୍ସାଣ୍ଟିନ୍ ଏବଂ ଲ୍ୟୁଟିନ୍ ଥାଏ। ଏହି ଆଣ୍ଟି-ଅକ୍ସିଡାଣ୍ଟ ଯୋଗୁଁ ଦୃଷ୍ଟି ଶକ୍ତି ବଢିଥାଏ । ଏବଂ ଆଖି ଜନିତ କୌଣସି ରୋଗ ମଧ୍ୟ ଦେଖାଦେବାର ଆଶଙ୍କା କମ୍ ଥାଏ ।
ଡାଇବେଟିସ୍ (diabetes)ରୋଗୀଙ୍କ ପାଇଁ ବ୍ଲାକ ରାଇସ୍ (Black Rice) ମହୌଷଧୀ ଭଳି କାମ କରିଥାଏ । କଳା ଚାଉଳ ତଥା ବ୍ଲାକ ରାଇସ୍ (Black Rice)ରେ ଭରପୁର ମାତ୍ରାର ଭିଟାମିନ ଓ ମିନେରାଲ୍ସ ତତ୍ତ୍ବ ରହିଛି । ବ୍ଲାକ ରାଇସ୍ (Black Rice) ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଡାଇବେଟିସ୍ (diabetes)ରୋଗୀଙ୍କ ପାଇଁ ବ୍ଲାକ ରାଇସ୍ (Black Rice) ମହୌଷଧୀ ଭଳି କାମ କରିଥାଏ ।
କେମିତି ଦୂର କରିବେ କୋଷ୍ଠକାଠିନ୍ୟ? ଜାଣନ୍ତୁ...
ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...
Share your comments