1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ୟାନ୍ସର ହେବା ପୂର୍ବରୁ ଶରୀର ଦେଇଥାଏ ଏହି ସଙ୍କେତ!

ଧୂମ୍ରପାନ (smoking) କରୁଥିବା ବ୍ୟକ୍ତିଙ୍କ ଚାରିପାଖରେ ରହୁଥିବା ଲୋକମାନଙ୍କୁ କ୍ୟାନ୍ସର (Cancer)ହେବାର ସମ୍ଭାବନା ଅଧିକ ରହିପାରେ ।

Sudesna Nayak
Sudesna Nayak
cancer early signs symptoms which could prevent body cancer ke lakshan

cancer early signs symptoms which could prevent body cancer ke lakshan

କ୍ୟାନ୍ସର (Cancer)ନାଁ ଶୁଣିଲେ ବହୁତ ଡର ଲାଗେ । ଶରୀରର କୌଣସି ଅଙ୍ଗରେ ଅବସ୍ଥିତ କୋଷିକା ମାନଙ୍କର ଅନିୟନ୍ତ୍ରିତ ବୃଦ୍ଧି କ୍ୟାନ୍ସରର (Cancer Symptoms) କାରଣ ବନିଥାଏ । ଅନେକ ବ୍ୟକ୍ତି ଏହାର ଲକ୍ଷଣକୁ ନଜର ଅନ୍ଦାଜ କରି ଦିଅନ୍ତି ଯାହା ଶରୀରରେ ଅଧିକ ବ୍ୟାପିବା ପରେ ହିଁ ଜଣା ପଡିଥାଏ । ଆମେ ଆଜି କ୍ୟାନ୍ସରର କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ।

ସୂଚନା ଅନୁଯାୟୀ,  ଶରୀରରେ ଥିବା ଅନିୟନ୍ତ୍ରଣ କୋଷିକାର କାରଣ କ୍ୟାନ୍ସର (Cancer) ହୋଇପାରେ । କ୍ୟାନ୍ସର ଅନେକ ପ୍ରକାରର ବ୍ଲଡ଼ କ୍ୟାନ୍ସର (blood cancer), ଗଳାର କ୍ୟାନ୍ସର (tHYROID cancer), ମୁହଁର କ୍ୟାନ୍ସର (SKIN CANCER), ବ୍ରେଷ୍ଟ କ୍ୟାନ୍ସର (BREAST cancer), ସରଭାଇକାଲ କ୍ୟାନ୍ସର, ଫୁସ ଫୁସରେ କ୍ୟାନ୍ସର, ପ୍ରୋଇଷ୍ଟେଡ କ୍ୟାନ୍ସର, ଲିଭର କ୍ୟାନ୍ସର ।

ପେଟରେ କ୍ୟାନ୍ସର ହୋଇଥିଲେ ତାହା ଜଣା ପଡି ନ ଥାଏ,ପେଟରେ ଦରଜ ହେବ, ଅଧିକ କୋଷ୍ଠକାଠିନ୍ଯ ହେବା, ପେଟ ଫୁଲିବା ଆଦି ପେଟ କ୍ୟାନ୍ସରର ଲକ୍ଷଣ ହୋଇପାରେ । 

ବ୍ଲଡ଼ କ୍ୟାନ୍ସରର ଲକ୍ଷଣ : ରକ୍ତର ଅଭାବ ହେବା, ଅଧିକ ଜ୍ଵର ହେବା, ଶରୀରର ଅଙ୍ଗରୁ ରକ୍ତସ୍ରାବ ହେବା  । ଶରୀରର କୌଣସି ଅଙ୍ଗର ହାଡରେ କ୍ୟାନ୍ସର ହୋଇଥିଲେ ତାହା ଆରମ୍ଭରୁ ବ୍ୟଥା କରିଥାଏ ଓ ସମୟ ସହ ଏହା ବଢିଥାଏ । ତେବେ ଗଳାରେ ଲଗାତାର ଜ୍ଵଳନ ହେବା ଆଦି ଗଳା କ୍ୟାନ୍ସରର ଲକ୍ଷଣ ହୋଇପାରେ । ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ପ୍ରକାଶ ଥାଉ ଯେ, ଧୂମ୍ରପାନ (smoking) କରୁଥିବା ବ୍ୟକ୍ତିଙ୍କ ଚାରିପାଖରେ ରହୁଥିବା ଲୋକମାନଙ୍କୁ କ୍ୟାନ୍ସର (Cancer)ହେବାର ସମ୍ଭାବନା ଅଧିକ ରହିପାରେ । 

ଶରୀର ପାଇଁ କେତେ ଉପକାରୀ ତେନ୍ତୁଳି,ଜାଣନ୍ତୁ...

ପୁଷ୍ଟିରେ ଭରପୁର ମାଣ୍ଡିଆ ଚକୁଳି, ମିଳିବ ଏହିସବୁ ଫାଇଦା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments