ମଧୁମେହ (Diabetes)ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ତେବେ ଆପଣ ଜାଣିଛନ୍ତି କି ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଭୃଷଙ୍ଗ ପତ୍ର (Curry Leaves)ରାମବାଣ ସଦୃଶ ଅଟେ ।
ସୂଚନା ଅନୁଯାୟୀ, ପ୍ରତିଦିନ ସକାଳୁ ଖାଲି ପେଟରେ ଯଦି 4 ରୁ 5 ଟି ଭୃଷଙ୍ଗ ପତ୍ର (Curry Leaves)ଚୋବାଇ ଖାଇବା ତେବେ ଶରୀରକୁ କେଉଁ ସବୁ ଲାଭ ମିଳିବ ଜାଣନ୍ତୁ...
1.ମଧୁମେହ (Diabetes) ରୋଗୀମାନଙ୍କ ପାଇଁ ଭୃଷଙ୍ଗ (Curry Leaves) ରାମବାଣ ସଦୃଶ ଅଟେ । କାରଣ ଭୃଷଙ୍ଗ ପତ୍ରରେ ହାଇପୋଗ୍ଲିସେମିକ୍ ନାମକ ପ୍ରପର୍ଟିଜ୍ ରହିଛି । ଯାହା ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖେ ।
2.ଭୃଷଙ୍ଗ ପତ୍ର (Curry Leaves)ସେବନ କରିବା ଦ୍ୱାରା ନାଇଟ୍ ବ୍ଲାଇଣ୍ଡନେସ୍ ବା ଅନ୍ଧାରକଣା ପରି ସମସ୍ୟା ଦୂରେଇ ଯାଏ । କାରଣ ଏଥିରେ ଜରୁରୀ ପୋଷକ ତତ୍ତ୍ୱ ଭିଟାମିନ୍ –ଏ ଭରି ରହିଥାଏ ।
3.ଭୃଷଙ୍ଗ ପତ୍ର (Curry Leaves)ଏମିତି ଏକ ଆୟୁର୍ବେଦିକ ତତ୍ୱ ମିଳିଥାଏ ଯାହା କ୍ୟାନସର ଭଳି ରୋଗକୁ ଦୂର କରିଥାଏ ।
4.ଯଦି ଆପଣଙ୍କ ପେଟରେ ଗ୍ୟାସ ଏବଂ ଏସିଡ଼ିଟି ଭଳି ସମସ୍ୟା ଅଛି ତେବେ ଭୃଷଙ୍ଗ ପତ୍ର (Curry Leaves)ର ସେବନ ନିହାତି କରନ୍ତୁ ।
5.ଯଦି ଆପଣଙ୍କର କେଶ ଅଧିକ ଉପୁଡୁଛି ତେବେ ଆପଣ ନିହାତି ଭୃଷୁଙ୍ଗ ପତ୍ର (Curry Leaves)ର ସେବନ କରନ୍ତୁ ।
ପ୍ରକାଶ ଥାଉ ଯେ, ଏହା ସହିତ ଭୃଷୁଙ୍ଗ ପତ୍ର (Curry Leaves)ଶରୀରର ଚର୍ବି ହଟାଇବାରେ ମଧ୍ୟ ବହୁତ ସାହାଯ୍ୟ କରେ । ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ।
Share your comments