1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରାତିରେ ମାତ୍ର 2ଟା ଲବଙ୍ଗ ଖାଆନ୍ତୁ...

ଗ୍ୟାସ, ପେଟ ଫୁଲିବା, ବଦହଜମି, ଡାଇରିଆ, ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଲବଙ୍ଗ ।

Sudesna Nayak
Sudesna Nayak
drink laung water cloves everyday for better health benefits

drink laung water cloves everyday for better health benefits

ଭାରତୀୟ ଭୋଜନରେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ସେଥିମଧ୍ୟରୁ ଲବଙ୍ଗ (laung)ଏକ ଏପରି ମସଲା ଯାହା ସମସ୍ତଙ୍କ ଘରେ ରହିଥାଏ । ଏହାର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । 

ସୂଚନା ଅନୁଯାୟୀ, ଯଦି ଆପଣ ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଗୋଟିଏ ଲେଖାଏଁ ଲବଙ୍ଗ (laung) ଖାଇବର ତେବେ ଏହା ଦ୍ୱାରା ଆପଣଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଆପଣ ଜାଣିଛନ୍ତି କି , ଗ୍ୟାସ, ପେଟ ଫୁଲିବା, ବଦହଜମି, ଡାଇରିଆ, ବାନ୍ତି ଭଳି ସମସ୍ୟାର ସମ୍ମୁଖୀନ କରୁଥିଲେ, ଏଥିପାଇଁ ବହୁତ୍ ଉପକାରୀ ଲବଙ୍ଗ (Clove) । 

ଶୋଇବା ପୂର୍ବରୁ ପ୍ରତିଦିନ କ୍ଷୀରରେ ଲବଙ୍ଗ (Clove and milk ) ମିଶାଇ ପିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ଏକ ଭଲ ସ୍ୱାଦ ମିଳିଥାଏ ଓ ଶରୀରରୁ ଥକ୍କା ପଣ ଦୂର ହୋଇଥାଏ । କ୍ଷୀର ସହ ଲବଙ୍ଗ ଆପଣ ଦିନର ଯେକୌଣସି ସମୟରେ ପି ପାରିବେ କିନ୍ତୁ ରାତିରେ ଏହାକୁ ପିଇଲେ ଭଲ ହୋଇଥାଏ ।

ତ୍ୱଚାରେ ଥିବା କଳାଦାଗ ଦୂର କରିବାରେ ସାହାଯ୍ୟ କରେ ଲବଙ୍ଗ ତେଲ । ଲବଙ୍ଗ (Clove)ତେଲରେ ନଡିଆ ତେଲ ମିଶାଇ , କଳାଦାଗ ପଡିଥିବା ସ୍ଥାନରେ ଲଗାଇବା ବେଶ ଲାଭଦାୟକ ହୋଇଥାଏ ।

 

ପ୍ରତିଦିନ ଲବଙ୍ଗ (Clove) ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ । ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ ।

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

କେବଳ ଥରେ ଲଗାନ୍ତୁ,ଅର୍ଶ ଶୁଖିକି ଝଡିଯିବ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ