1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଳିମ୍ବ ଚୋପା ଖାଇଲେ ଦୂର ହୁଏ ଏହି ରୋଗ

ସାଧାରଣତଃ ଅନେକ ଲୋକ ଡାଳିମ୍ବ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଦରକାରୀ ଭାବି ଫୋପଡି ଦେଉଥିବା ଡାଳିମ୍ବ ଚୋପା ଖୁବ୍ ଗୁଣକାରୀ ଅଟେ । ଡାଳିମ୍ବ ଚୋପା ଖାଇଲେ ଅର୍ଶ, ପେଟ ଦରଜ, ହୃଦ୍‌ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇଥାଏ ।

Sudesna Nayak
Sudesna Nayak
health benefits of pomegranates peels

health benefits of pomegranates peels

ସାଧାରଣତଃ ଅନେକ ଲୋକ ଡାଳିମ୍ବ (pomegranates)ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଅଦରକାରୀ ଭାବି ଫୋପଡି ଦେଉଥିବା ଡାଳିମ୍ବ ଚୋପା (pomegra​nates peels)ଖୁବ୍ ଗୁଣକାରୀ ଅଟେ । ଡାଳିମ୍ବ ଚୋପା (pomegranates peels)ଖାଇଲେ ଅର୍ଶ, ପେଟ ଦରଜ, ହୃଦ୍‌ଜନିତ ରୋଗ ଓ କର୍କଟ ରୋଗରୁ ମୁକ୍ତି ଦେଇଥାଏ ।

ସୂଚନା ଅନୁଯାୟୀ, ଡାଳିମ୍ବ ଚୋପା (pomegranates peels) ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହିଁ ଅଟେ । ଏହା ଆପଣଙ୍କୁ ହୃଦ୍‌ଜନିତ ରୋଗ ତଥା ହୃଦରୋଗରୁ ରକ୍ଷା କରିଥଏ ।

ଡାଳିମ୍ବ ଚୋପା (pomegranates peels) ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଯାଏ । ଏହା ଉଭୟ ଅକ୍ସିଡେଟିଭ୍ ଚାପ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ତେଣୁ ଯଦି ଆପଣ ଏକ ଚାମଚ ଡାଳିମ୍ବ ଚୋପା (pomegranates peels) ପାଉଡରକୁ ହିଁ ଗରମ ପାଣିରେ ମିଶାଇ ପିଇଲେ ବହୁତ ବହୁତ ଉପକାର ପାଇବେ ।

ଡାଳିମ୍ବ ଚୋପା (pomegranates peels)କୁ ଶୁଖାଇ ଏହାକୁ ଗୁଣ୍ତ କରି ଚାମୁଚ ପାଣିରେ ମିଶାଇ ଖାଇଲେ ଅର୍ଶ ରୋଗ ଭଲ ହୋଇଥାଏ ।

ପ୍ରକାଶ ଥାଉ ଯେ, ଡାଳିମ୍ବ ଚୋପା (pomegranates peels) ଡାଳିମ୍ବ ଚୋପା ପାଉଡରରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ । ଏହାଦ୍ୱାରା କୁଞ୍ଚନ (ରିଙ୍କଲ) ଦୂର ହୋଇଥାଏ ।

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ

ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା'

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments