1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଠିଆ ହୋଇ ଖାଦ୍ୟ ଖାଉଥିଲେ ସାବଧାନ!

ଖାଦ୍ୟ ଗ୍ରହଣ ସମୟରେ କିଛି ଜିନିଷର ଅଭ୍ୟାସ ଆମ ସ୍ବାସ୍ଥ୍ୟା ଉପରେ ଖରାପ ଏବଂ ଭଲ ପ୍ରଭାବ ପକାଇଥାଏ । ତେଣୁ କେବେ ମଧ୍ୟ ଠିଆ ହୋଇ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଏହାର କୁପ୍ରଭାବ ଆମ ଶରୀର ଉପରେ ହିଁ ପଡ଼ିଥାଏ ।

Sudesna Nayak
Sudesna Nayak
Is Eating While Standing Up Bad for You?

Is Eating While Standing Up Bad for You?

ଖାଦ୍ୟ ଗ୍ରହଣ ସମୟରେ କିଛି ଜିନିଷର ଅଭ୍ୟାସ ଆମ ସ୍ବାସ୍ଥ୍ୟା ଉପରେ ଖରାପ ଏବଂ ଭଲ ପ୍ରଭାବ ପକାଇଥାଏ । ତେଣୁ କେବେ ମଧ୍ୟ ଠିଆ ହୋଇ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଏହାର କୁପ୍ରଭାବ ଆମ ଶରୀର ଉପରେ ହିଁ ପଡ଼ିଥାଏ ।

ସୂଚନା ଅନୁୟାୟୀ, ଠିଆ ହୋଇ ପାଣି ପିଇବା ଯେପରି ଶରୀର ପାଇଁ ହାନିକାରକ ହୋଇଥାଏ, ସେହିଭଳି ଠିଆ ହୋଇ ଖାଦ୍ୟ ଖାଇବା (Eating While Standing Up)ମଧ୍ୟ ପାଚନତନ୍ତ୍ର ପାଇଁ କ୍ଷତିକାରକ ହୋଇଥାଏ । ଠିଆ ହୋଇ ଖାଦ୍ଯ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି ।

ଠିଆ ହୋଇ ଖାଦ୍ୟ ଖାଇଲେ କିଡ଼ନିରେ ପ୍ରଭାବ ପଡେ,ଜାଣନ୍ତୁ...

ଠିଆ ହୋଇ ଖାଇବା ଦ୍ବାରା କିଡ଼ନିରେ ପ୍ରଭାବ ପଡ଼ିବା ସହ ପେଟରେ ପଥର ହୋଇଥାଏ । ଏହାସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ ।

ଠିଆ ହୋଇ ଖାଦ୍ୟ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଜେ,ଜାଣନ୍ତୁ...

ଠିଆ ହୋଇ ଖାଇବା ଦ୍ବାରା ସଠିକ୍ ଭାବେ ହଜମ ହୋଇନଥାଏ । ଯାହା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ବହୁ ଦେଖାଦେଇପାରେ ।

ଠିଆ ହୋଇ ଖାଦ୍ୟ ଖାଇଲେ ମେଦବୃଦ୍ଧି ହୋଇଥାଏ,ଜାଣନ୍ତୁ...

ଠିଆ ହୋଇ ଖାଦ୍ୟ ଖାଇବାବେଳେ ବ୍ୟକ୍ତି ଜଣଙ୍କ ଏତେତେଣେ ବୁଲୁଥାଏ, ଖାଦ୍ୟରେ ମନ ନଥାଏ । ଫଳରେ ବ୍ୟକ୍ତି ଜଣଙ୍କ ଆବଶ୍ୟକତାଠାରୁ ଅଧିକ ଖାଇଥାଏ । ଏଥିଯୋଗୁଁ ମେଦବୃଦ୍ଧିରେ ଆକ୍ରାନ୍ତ ହୋଇପାରନ୍ତି ।

ଡାଳିମ୍ବ ଚୋପା ଖାଇଲେ ଦୂର ହୁଏ ଏହି ରୋଗ

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments