1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କରୋନାରୁ ରକ୍ଷା ପାଇବାକୁ ଚାହୁଁଥିଲେ ପିଅନ୍ତୁ ଲବଙ୍ଗ ପାଣି, ଦେଖିବେ କମାଲ

Sudesna Nayak
Sudesna Nayak
laung water benefits in covid

laung water benefits in covid

ଭାରତୀୟ ଖାଦ୍ୟ ବନାଇବା ବେଳେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ଯେଉଁଥି ପାଇଁ ଖାଦ୍ୟର ଭିନ୍ନ ଭିନ୍ନ ସ୍ବାଦ ଆସି ଥାଏ । ସେଥି ମଧ୍ୟରୁ ଲବଙ୍ଗ (laung) ଏକ ଏପରି ମସଲା ଯାହା ପ୍ରାୟ ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ ।

ଲବଙ୍ଗ (laung)ର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା ମହାମାରୀ କୋଭିଡ (covid) ସମୟରେ ଲବଙ୍ଗ (laung)ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ତେବେ ଚାଲନ୍ତୁ ଜାଣିବା ଲବଙ୍ଗର ଲାଭକାରୀ ଗୁଣ ( benefits laung water)ସମ୍ପର୍କରେ...

ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ । ଏଥି ସହିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ ।

ଲବଙ୍ଗ (laung)ରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯାହା ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ସମସ୍ତ ରୋଗ ଠାରୁ ମଧ୍ୟ ଦୂରରେ ରହିବେ । କୋରୋନା (corona)ସମୟରେ କାଶ,ଥଣ୍ଡା ଓ ଜ୍ବରରୁ ରକ୍ଷା ମଧ୍ୟ ପାଇବା ପାଇଁ ଲବଙ୍ଗ ପାଣି (laung water)ବହୁତ ସହାୟକ ହୋଇଥାଏ । ଏହା ସହ ସମସ୍ତ ରୋଗ ସମସ୍ୟା ଦୂର ହୋଇଥାଏ ।

ସଂକ୍ରମଣକୁ ରୋକିବ 

ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଆପଣମାନଙ୍କୁ ସଂକ୍ରମଣ ଏବଂ କ୍ଷତିକାରକ ଜୀବାଣୁରୁ ରକ୍ଷା କରିବ ।

ଦାନ୍ତ ଯନ୍ତ୍ରଣାରେ ଲାଭଦାୟକ 

ଉଷୁମ ପାଣି ସହିତ ଲବଙ୍ଗ ସେବନ କରନ୍ତୁ । ଏହା ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ ।

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ

ମଧୁମେହ ରୋଗୀମାନେ ଲବଙ୍ଗ ପାଣିର ସେବନ ନିଶ୍ଚୟ କରିବା ଉଚିତ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

କେମିତି ବନାଇବେ ଲବଙ୍ଗ ପାଣି,ଜାଣନ୍ତୁ...

ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ରୁ ୩ ଟି ଲବଙ୍ଗ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ । ୫ ମିନିଟ ଫୁଟିଇବା ପରେ ଏହାକୁ ଥଣ୍ଡା କରନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ । ଦେଖିବେ କମାଲ ।

କ୍ଷୀରରେ ମିଶେଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କୌଣସି ରୋଗ ପାଖ ମାଡିବନି

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ କରେ ଅମୃତଭଣ୍ଡା,ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News