1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

"ଭିଟାମିନ୍‌-ଇ" ବଦଳାଇ ଦେବ ଆପଣଙ୍କ ଚେହେରାର ରଙ୍ଗ...

ତ୍ବଚା ପାଇଁ "ଭିଟାମିନ୍‌-ଇ" ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ ।

Sudesna Nayak
Sudesna Nayak
vitamin e capsules for skin

vitamin e capsules for skin

ସୁନ୍ଦର ତ୍ୱଚା (skin)ପାଇବା କେବଳ ଘରୋଇ ଉପଚାର ମାଧ୍ୟମରେ ହୋଇଥାଏ । ଯେମିତିକି ଭିଟାମିନ୍ ‘ଇ’। ସେ ବିଷୟରେ କହିବୁ ଚାଲନ୍ତୁ ଜାଣିବା...

-ତ୍ବଚା (skin) ପାଇଁ "ଭିଟାମିନ୍‌-ଇ" (vitamin-e)ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏହା ଚର୍ମରୁ ମୃତ କୋଷଗୁଡ଼ିକୁ ସଫା କରିଥାଏ ଓ ଖାଲକୁ ସଫା କରିଥାଏ, ଯାହାଦ୍ୱାରା ମୁହଁରୁ ବ୍ରଣ ସବୁ କମିଯାଏ । 

-ଭିଟାମିନ୍‌’ଇ’ (vitamin-e) କେବଳ ତ୍ୱଚା ପାଇଁ ନୁହେଁ ବରଂ ଏହାର ବ୍ୟବହାର କେଶ ପାଇଁ ମଧ୍ୟ ବହୁତ୍ ଲାଭଦାୟକ । 

-ଆଖି ତଳ କଳା ପଡୁଥିଲେ, ପ୍ରତିଦିନ ରାତିରେ ବାଦାମ୍ ତେଲ ସହ ଭିଟାମିନ୍‌’ଇ’ (vitamin-e) ମିଶାଇ ଆଖି ତଳେ ଲଗାଇ ସକାଳେ ଧୋଇବେ । 

-ଭିଟାମିନ୍ ଇ (vitamin-e) କ୍ୟାପସୁଲକୁ ସିଧାସଳଖ ମୁହଁରେ ପ୍ରୟୋଗ କରନ୍ତୁ ନାହିଁ ।

ପ୍ରକାସ ଥାଉ ଯେ, ଭିଟାମିନ୍ ଇ (vitamin-e) କ୍ୟାପସୁଲକୁ ସିଧାସଳଖ ମୁହଁରେ ପ୍ରୟୋଗ କରନ୍ତୁ ନାହିଁ, କାରଣ ଏହା କରିବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ । ଭିଟାମିନ୍ ଇ (vitamin-e) ମୁହଁରେ ବ୍ୟବହାର କରିବା ପୂର୍ବରୁ ନିହାତି ଭାବରେ ଡାକ୍ତରଙ୍କ ସହ ପରାମର୍ଶ ନେବା ଉଚିତ ।

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments