1. କୃଷି ଖବର

Budget 2023: ଏଥରର ବଜେଟ ଆକଳନ, ଜାଣନ୍ତୁ ...

ଆଗକୁ ଅଛି ବଜେଟ 2023-2024 । ଜାନୁଆରୀ ୩୧ ରୁ ଆରମ୍ଭ ହେବ ସଂସଦର ବଜେଟ (Budget)ଅଧିବେଶନ, ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍‌ । ଫେବ୍ରୁଆରୀ 1 ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ ।

Sudesna Nayak
Sudesna Nayak
budget session of parliament will begin on january 31 Budget 2023 2024

budget session of parliament will begin on january 31 Budget 2023 2024

ଆଗକୁ ଅଛି ବଜେଟ 2023-2024 । ଜାନୁଆରୀ ୩୧ ରୁ ଆରମ୍ଭ ହେବ ସଂସଦର ବଜେଟ (Budget)ଅଧିବେଶନ, ଫେବୃଆରୀ ୧(february 1)ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍‌ । ଫେବ୍ରୁଆରୀ 1 (february 1)ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (financial minister nirmala sitharaman) ସଂସଦରେ ବଜେଟ ଆଗତ କରିବେ ।

ସୂଚନା ଅନୁଯାୟୀ, ସଂସଦର ବଜେଟ ଅଧିବେଶନ (budget session) ଚଳିତ ଜାନୁୟାରୀ ମାସ ୩୧ରେ ଆରମ୍ଭ ହେବ । ଫେବୃୟାରୀ ୧ ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (financial minister nirmala sitharaman) ୨୦୨୩-୨୦୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ । ଏପ୍ରିଲ ୬ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ପ୍ରକାଶ ଥାଉ ଯେ, ତେବେ ଅଧିବେଶନର ପ୍ରଥମ ଦିନରେ ସଂସଦର ସେଣ୍ଟ୍ରାଲ ହଲ୍‌ରେ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (droupadi murmu) ସମ୍ବୋଧନ କରିବେ ।

କିନ୍ତୁ ଆପଣମାନେ ଜାଣିଛନ୍ତି କି, ତେବେ ଗତ ଶୀତ ଅଧିବେଶନରେ ଲୋକସଭାରେ ୯ଟି ବିଲ୍‌ ଆସିଥିବାବେଳେ ୭ଟି ପାରିତ ହୋଇଥିଲା । ସେହିଭଳି ରାଜ୍ୟସଭାରେ ୯ଟି ବିଲ୍‌ ଗୃହୀତ ହୋଇଥିଲା । ଉଭୟ ଗୃହରେ ମୋଟ ୯ଟି ବିଲ୍‌କୁ ଅନୁମୋଦନ ମିଳିଥିବା ଜଣାପଡିଛି ।

ଅଧିକ ସୂଚନା ପାଇଁ ଜାଣନ୍ତୁ, ଆର୍ଥିକ ବର୍ଷ ୨୦୨୨ ପାଇଁ ଜିଡିପି ଅଭିବୃଦ୍ଧି ହାର 9.2%କୁ ବୃଦ୍ଧି ଲକ୍ଷ୍ୟ । ଯାହା ବୃହତ ଅର୍ଥନୀତିରେ ସର୍ବାଧିକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଙ୍କ ବଜେଟ (Budget) ପେଡିରେ ସ୍ମାର୍ଟ କୃଷି ପାଇଁ ବ୍ୟୟବରାଦ । ସ୍ମାର୍ଟ କୃଷି ପ୍ରକ୍ରିୟା ପାଇଁ ସରକାର ଆରମ୍ଭ କରିବେ କିଶାନ ଡ୍ରୋନ (kisan drones) ।

ଜାନୁଆରୀ ୩୧ ରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେବ। ବଜେଟ ଅଧିବେଶନ (budget session) ଏପ୍ରିଲ ୬ ପର୍ଯ୍ଯନ୍ତ ଚାଲିବା ସମ୍ଭାବନା ରହିଛି। ଫେବୃଆରୀ ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ । ରାଷ୍ଟ୍ରପତି (droupadi murmu)ଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (droupadi murmu)ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ। ବଜେଟ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (droupadi murmu)ଉଭୟ ଗୃହର ମିଳିତ ଅଧିବେଶନରେ ନିଜର ଅଭିଭାଷଣ ରଖିବେ ।

ଏହି ଯୋଜନାରେ ବଜେଟ ବୃଦ୍ଧି କଲେ ସରକାର, ଓଡିଶାର ଅନେକ ମହିଳା ଉପକୃତ

ଆଜିଠୁ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ,୩୦ରେ ଆସିବ କାମଚଳା ବଜେଟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments