
KALIA Scheme: Govt. Will Provide Rs 2k Each to 4 Lakh Farmers on September 1
ଆସିଲା ବଡ ଖୁସି ଖବର (GOOD NEWS)। ନୂଆଁଖାଇ (Nuakhai)ରେ ଚାଷୀ (Farmers)ମାନଙ୍କ ଖାତାକୁ ଯାଉଛି କାଳିଆ ଟଙ୍କା । ପ୍ରତ୍ୟେକ ଚାଷୀ (Farmers)ଙ୍କୁ ମିଳିଛି 2 ହଜାର ଲେଖାଏଁ ଟଙ୍କା ।
ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ (Nuakhai)ରେ ଚାଷୀ (Farmers)ଙ୍କ ଖାତାକୁ ଟଙ୍କା ପଠାଇ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ (CM Naveen Patnaik)। ଫଳରେ ଉପକୃତ ହେବେ 41 ଲକ୍ଷରୁ ଅଧିକ ଚାଷୀ (Farmers)।
କହିବାକୁ ଗଲେ, କାଳିଆ ଟଙ୍କା ବାବଦରେ ଚାଷୀ (Farmers)ଙ୍କୁ ଦିଆଯିବ ମୋଟ 869 କୋଟି ଟଙ୍କା । ଏଥିରେ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀ (Farmers)ମାନେ ବହୁ ଉପକୃତ ହେବେ ।
ପ୍ରକାଶ ଥାଉ ଯେ, ରାଜ୍ୟର କୃଷକ (Farmers)ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)ଏକ ବଡ ଉପହାର ଦେଇଛନ୍ତି । ପୂର୍ବରୁ ବର୍ଷକୁ 2 ଥର ଅକ୍ଷୟ ତୃତୀୟା, ନୂଆଁଖାଇ (Nuakhai)ରେ କାଳିଆ ଟଙ୍କା ଦେବାକୁ ସରକାର ଘୋଷଣା କରିଥିଲେ । ଏଥିପାଇଁ ବଜେଟ (Budget) ରେ ସ୍ୱତନ୍ତ୍ର ପ୍ରାବଧାନ ରଖାଯାଇଥିଲା ।
Share your comments