thunderstorm in odisha yellow warning for 10 districts
ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର ନାହିଁ । ଯାହାକୁ ନେଇ ଆସନ୍ତାକାଲି ଠୁ ହିଁ ରାଜ୍ୟକୁ ଆଉ ଏକ ପଶ୍ଚିମାଝଡ଼ ଆସୁଛି । ଏହାର ପ୍ରଭାବରେ ଆସନ୍ତା ୩୦ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ୩୧ ତାରିଖରେ ଉପକୂଳ ଓଡ଼ିଶାର (odisha) କେତେକାଂଶରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (imd)। ଆଜି ମଙ୍ଗଳବାର (tuesday)ମଧ୍ୟ ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ (thunderstorm in odisha)ବର୍ଷା ସମ୍ଭାବନା ରହିଛି ।

ଜାଣି ରଖନ୍ତୁ ଯେ, ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁର ପ୍ରବେଶ ଯୋଗୁଁ ହିଁ ଓ ବାୟୁମଣ୍ଡଳର ଉପରି ଭାଗରେ ଥିବା ଶୁଷ୍କ ବାୟୁ ପ୍ରବାହ ଫଳରେ ଓଡ଼ିଶା (odisha) ରେ ବିଜୁଳି, ଘଡ଼ଘଡ଼ିଜନିତ ବର୍ଷା (rain) ହେଉଛି । ଏହିପରି ଆସନ୍ତା ଆଉ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ (imd)।
ପ୍ରକାଶ ଥାଉ ଯେ,କହିବାକୁ ଗଲେ, ୩୦ ତାରିଖ ଦିନ ପୁଣି ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ ବର୍ଷା (rain) ହେବ ବୋଲି ପାଣିପାଗ ବିଭାଗ (imd) ପୂର୍ବାନୁମାନ କରିଛି । ସେହିପରି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା (rain)ହେବାର ମଧ୍ଯ ସମ୍ଭାବନା ରହିଛି ।
Share your comments