1. କୃଷି ଖବର

ଆସୁଛି ଆଉ ଏକ ଲଘୁଚାପ, ସେପ୍ଟେମ୍ବର ପହିଲାରୁ ଛେଚିବ

ଆସୁଛି ଆଉ ଏକ ଲଘୁଚାପ । ଅଗଷ୍ଟ 29ରେ ରାଜ୍ୟରେ ପୁଣି ଏକ ଲଘୁଚାପ ହେବ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର 1 ରୁ 3 ଯାଏଁ ବର୍ଷା ସମ୍ଭାବନା ଅଛି ।

Sudesna Nayak
Sudesna Nayak
weather update rain and low pressure in odisha

weather update rain and low pressure in odisha

ଆସୁଛି ଆଉ ଏକ ଲଘୁଚାପ (low pressure) । ଅଗଷ୍ଟ 29ରେ ରାଜ୍ୟରେ ପୁଣି ଏକ ଲଘୁଚାପ (low pressure)ହେବ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ସେପ୍ଟେମ୍ବର 1 ରୁ 3 ଯାଏଁ ବର୍ଷା (Rain)ସମ୍ଭାବନା ଅଛି ।

ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ (low pressure) ହୋଇପାରେ । ତେବେ ଆସନ୍ତା ସପ୍ତାହ ଯାଏଁ ରାଜ୍ୟରେ ଅଧିକ ବର୍ଷା (Rain)ର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି ।

ଆଜି ସୋମବାର (Monday)ଭୁବନେଶ୍ବର (Bhubaneswar) ଓ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ ।

23 ଓ 24 ତାରିଖରେ ଉପକୂଳରେ ସ୍ୱଳ୍ପ ବର୍ଷା (Rain) ହୋଇପାରେ । 23 ତାରିଖ ଦିନ କିଛି ସ୍ଥାନରେ ଯଥା, ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା (Rain)ହୋଇପାରେ । 24 ରୁ 26 ଭିତରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା (Rain)ହେବ । ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା (Rain) ହୋଇପାରେ ।

ପ୍ରକାଶ ଥାଉ ଯେ, ଗତ 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Rain) ହୋଇଛି । ସକାଳୁ ସନ୍ଧ୍ୟା ଭିତରେ ବାଲେଶ୍ୱର ଜିଲ୍ଲା, ସମ୍ବଲପୁର ଜିଲ୍ଲାରେ ବର୍ଷା (Rain) ହୋଇଛି ।

୧୯ରେ ପୁଣି ଲଘୁଚାପ!

19 ଅଗଷ୍ଟରେ ଆଉ ଏକ ଲଘୁଚାପ; ୟେଲୋ ଓ୍ଵାର୍ଣ୍ଣିଂ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ