ଆମ ଶରୀରରେ ଯଦି କୋଲେଷ୍ଟ୍ରୋଲ (cholesterol)ର, ଡାଇବେଟିସ (diabetes),ମୋଟାପା ଆଦିର ମାତ୍ରା ଅଧିକ ହୋଇଯାଏ ତେବେ ତାହା ଆମ ଶରୀର ଓ ବିଶେଷ କରି ହୃଦୟ ପାଇଁ ବହୁତ କ୍ଷତିକାର ହୋଇଥାଏ । ଆଜି ଆମେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ କହୁଛୁ..
- ସାଧାରଣତଃ ଲୋକମାନେ କଖାରୁର ସେବନ କରି ତାର ମଞ୍ଜିକୁ ଫୋପାଡି ଦିଅନ୍ତି । କଖାରୁ ମଞ୍ଜିର ଲାଭଦାୟକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
-ଅମୃତଭଣ୍ଡା ମଞ୍ଜିରେ ଥିବା ଫାଇବର ଶରୀରର ମାତ୍ରାଧିକ ଚର୍ବିକୁ କମ୍ କରିବାରେ ସାହାଯ୍ୟ କରିଥାଏ ।
ଆଉ ଗୋଟିଏ କଥା ଜାଣିରଖନ୍ତୁ ଯେ, କଳା ଚାଉଳ ତଥା ବ୍ଲାକ ରାଇସ୍ (Black Rice) ରେ ଅନେକ ଔଷଧୀୟ ଗୁଣ ରହିଛି ।
ଆହୁରି ମଧ୍ଯ ମଧୁମେହ (diabetes) ରୋଗରୁ ମୁକ୍ତି ଦିଏ ମାଣ୍ଡିଆ (finger millet)
ପ୍ରକାଶ ଥାଉ ଯେ, କୋଲେଷ୍ଟ୍ରୋଲ (cholesterol), ଡାଇବେଟିସ (diabetes),ମୋଟାପା ଆଦି ସମସ୍ଯରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ ଅନ୍ୟ କିଛି ଖାଦ୍ୟ ଉପରେ ଧ୍ୟାନ ରଖିବାକୁ ପଡିବ । ଯେମିତି କି ଚର୍ବି ଯୁକ୍ତ ଖାଦ୍ୟ ଫାଷ୍ଟ ଫୁଡ ଠାରୁ ଦୂରେଇ ରୁହନ୍ତୁ ।
Share your comments